banner
Breaking

ଧରା ପଡିଲେ ମୋ ବସ୍ ର ଲୁଟେରା ଗ୍ୟାଙ୍ଗ

0

ଭୁବନେଶ୍ୱର : କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ଧରି ମୋ ବସ୍ ର ଯାତ୍ରୀ ମାନଙ୍କୁ ଲୁଟପାଟ୍ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ। ନୟାପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଥାନାର ଏକ ଟିମ୍ ଓ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଶେଷରେ କମିଶନରେଟ୍ ପୋଲିସ ୭ ଜଣ ଲୁଟେରାଙ୍କୁ ବାନ୍ଧିଛି । ମୋ ବସରୁ ବିଭିନ୍ନ ସମୟରେ ଚୋରି କରୁଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କଠାରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ ହୋଇଛି । ଲୁଟର ଶିକାର ୩ଜଣଙ୍କୁ ପୋଲିସ ଟଙ୍କା ଫେରାଇଛି ।

Khansweb Solution Bhubaneswar

Leave A Reply

Your email address will not be published.