କବି ଚିତ୍ତରଞ୍ଜନ ନାୟକଙ୍କ ମଦ ଉପରେ ବ୍ୟଙ୍ଗ କବିତା ପଢନ୍ତୁ ମାଇଣ୍ଡ ଫ୍ରି ହୋଇଯିବ
***** କଁ *****
ମଦ ପିଇବାରୁ ଭାଇ ଆମର
ହେଇଶିନ୍ତି ମୁଖ୍ୟ ମନ୍ତ୍ରୀ...
ମଦ ଭଲକିନି ପିଅରେ ଓଡ଼ିଆ
ଇଂରାଜୀ କରିବ ବାନ୍ତି...
ପାଟିରୁ ଖାଲି ବେଦ ବାହାରିବ
ମୁତରୁ ଝରିବ ମୋତି...
ଅନେଇଲା ଯିଏ ମାଆ ଭଉଣୀରେ
ଭଲକିନି ଦବା ପୋତି...
ଭାଇର ଯୋଉ କୋଷ ଥେଲା
ତାକୁ ଅପିସର ଗଲେ…
Read More...
Read More...