banner
Breaking

ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଆଇ ସି ୟୁରେ ଭର୍ତ୍ତି

0

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) ରକ୍ତଦାତା ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ପଦ୍ମଶ୍ରୀ ଡି ପ୍ରକାଶ ରାଓ ବର୍ତ୍ତମାନ ଏସ ସି ବି ଆଇ ସି ୟୁ ରେ ଭର୍ତ୍ତି ହୋଇଛନ୍ତି । ଅନୁଗୋଳ ର ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ହଟାଥ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ସେଠାରେ ପ୍ରାରମ୍ଭିକ ଚିକିତ୍ସା କରାଯାଇ ତୁରନ୍ତ ସ୍ତାନାନ୍ତର କରି କଟକ ଏସ ସି ବି ରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇ ସି ୟୁ ରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହି।

Khansweb Solution Bhubaneswar

Leave A Reply

Your email address will not be published.