banner
Breaking

ସୁରୁଖୁରୁରେ ଚାଲିଛି ପାଟକୁରା ନିର୍ବାଚନର ଭୋଟ ଗ୍ରହଣ

0

କେନ୍ଦ୍ରାପଡ଼ା,(ଓଡ଼ିଆ ନ୍ୟୁଜ୍ ) ଆଜି ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ମୋଟ ୩୦୯ଟି ବୁଥରେ ଚାଲିଛି ଭୋଟ ଗ୍ରହଣ । ମଇଦାନରେ ୧୦ଜଣ ପ୍ରାର୍ଥୀ ଥିବା ବେଳେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୧୩୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି ଏବଂ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ନିର୍ବାଚନ ପାଇଁ ୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ ହୋଇଛି । ବର୍ତ୍ତମାନ ସୁଧା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ, ସୁରୁଖୁରୁରେ ନିର୍ବାଚନ ଚାଲିଛି। ତିନୋଟି ଜାଗାରେ ଇଭିଏମ୍ ତୃଟି ଦେଖାଦେଇଥିଲା ଏହାକୁ ପରିବର୍ତନ କରାଯାଇଛି। ଜୁଲାଇ ୨୪ରେ ପାଟକୁରା ଭୋଟ ଗଣତି ହେବ ।

Khansweb Solution Bhubaneswar

Leave A Reply

Your email address will not be published.