ଆସୁଛି ଆଉ ଗୋଟିଏ ଲଘୁଚାପ।
ଭୁବନେଶ୍ୱର, ୨୭ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଥିଲା ବର୍ଷା । ଏବେ ମଧ୍ୟ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୨୮ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…
Read More...
Read More...