banner
Breaking

କାଳିଆ ସହିତ ମିଶିବ କିଷାନ ଯୋଜନା-ଅରୁଣ ସାହୁ।

ଭୁବନେଶ୍ୱର,୫ ।୧୨(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ଚାଲିଥିଲା । ଏହି ମିଶ୍ରଣକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ କିଷାନ ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ବଜ୍ର ଯୋଗ ପ୍ରତିବନ୍ଧକ ହଟାଇ କାର୍ଯ୍ୟସିଦ୍ଧି କରାଇବ। ସକାଳ ସମୟଟି ଆନନ୍ଦମୁଖର ରହିବା ସହ ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ଦୃଢ଼ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ। ଅଫିସ କାମରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବହୁତ ଆଲୋଚନା ଶେଷରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼…
Read More...

ପୁଣି କେନ୍ଦ୍ରାପଡାରେ ଲଜ୍ଜା।

କେନ୍ଦ୍ରାପଡା,୨/୧୨: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଡେରାଡିହିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ଅଭିଯୋଗ ପରେ ଡେରାବିଶି ପୋଲିସ ତଦନ୍ତ ଆରମ୍ଭ କରିଛି । ରବିବାର ସଂଧ୍ୟାରେ ଡେରାଡିହି ଗାଁ ରାସ୍ତାରୁ ଉଠାଇ ନେଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ…
Read More...

କମିଶନରେଟ ପୋଲିସରେ ଅଦଳ ବଦଳ।

ଭୁବନେଶ୍ୱର:କମିଶନରେଟ୍‌ ପୋଲିସ ପକ୍ଷରୁ ୯ଜଣ ଏସିପିଙ୍କ ଅଦଳବଦଳ କରାଯାଇଛି। କଟକ ଜୋନ୍‌-୧ ଏସିପି ଥିବା ମାନସ ରଞ୍ଜନ ଗଡ଼ନାୟକଙ୍କୁ ଭୁବନେଶ୍ୱର ଜୋନ୍‌-୧କୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍‌-୧ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ଭୁବନେଶ୍ୱର ଜୋନ୍‌-୨କୁ ବଦଳି କରାଯାଇଛି। ସେହିଭଳି…
Read More...

ପୁରୀ ଦୁଷ୍କର୍ମ ଘଟଣା ରେଡଫ୍ଲାଗ ନାମରେ ନାମିତ କଲା ଓଡିଶା ପୋଲିସ।

ଭୁବନେଶ୍ବର,୪।୧୨(ବ୍ୟୁରୋ) : ପୁରୀ ନାବାଳିକା ଗଣବଳାତ୍କାର ଘଟଣାକୁ ଓଡ଼ିଶା ପୁଲିସ ରେଡଫ୍ଲାଗ୍‌ ମାମଲା ଭାବେ ବିବେଚନା କରିଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ଡ. ସତ୍ୟଜିତ ମହାନ୍ତି। ଗଣମାଧ୍ୟମକୁ…
Read More...

ଏସସି/ଏସ ଟି ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ “ମିଶନ ସବିଦ୍ୟା”।

ଭୁବନେଶ୍ୱର,୪।୧୨: ରାଜ୍ୟରେ ଥିବା ତଫସିଲଭୁକ୍ତ ଜାତି ଜନଜାତି ହଷ୍ଟେଲଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଅନେକ ସୁବିଧା ମିଳିବ ବୋଲି ସୂଚନା ମିଳିଛି। ତଫସିଲଭୁକ୍ତ ଜାତି ଜନଜାତି ହଷ୍ଟେଲଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଗୁଡିକରେ ଉନ୍ନତ ମାନର ମୌଳିକ ସୁବିଧା ସୁଯୋଗ…
Read More...

ଚିତାମ୍ବରମଙ୍କୁ ମିଳିଲା ଜାମିନ। ନେବାପାଇଁ ପୁଅ କାର୍ତ୍ତିଙ୍କ ସହିତ ସମର୍ଥକଙ୍କ ଭିଡ।

ନୂଆଦିଲ୍ଲୀ,୪।୧୨(ବ୍ୟୁରୋ): ଆଇଏନ୍‌ଏକ୍ସ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିବା ପରେ ସନ୍ଧ୍ୟାରେ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ନେବା ପାଇଁ ତିହାର ଜେଲରେ…
Read More...

ଗଣଦୁଷ୍କର୍ମକୁ ନିନ୍ଦା କରି ଆମ୍ବିସନ କ୍ଲବ ପକ୍ଷରୁ ବିଶାଳ କ୍ୟାଣ୍ଡେଲ ରାଲି।

ଭୁବନେଶ୍ୱର, ୪।୧୨ (ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଠାରେ ଆମ୍ବିସନ କ୍ଲବ ପକ୍ଷରୁ ଗଣଦୁଷ୍କର୍ମକୁ ବିରୋଧ କରି ଏକ ବିଶାଳ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିକୁ ଆମ୍ବିସନ କ୍ଲବର ଆବାହକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଚନ୍ଦ୍ର ପ୍ରଭାବରେ ଦିନଟି ଆପଣଙ୍କର ପ୍ରାୟତଃ ଭଲରେ ଯିବ ତଥାପି ତରବରିଆ ନ ହୋଇ ଧୀରସ୍ଥିର ପଦକ୍ଷେପ ନେଲେ ଉପକୃତ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆଜି ହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ…
Read More...

ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକ୍ ପକ୍ଷରୁ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ।

ଭୁବନେଶ୍ୱର,୩/୧୨(ଓଡ଼ିଆ ନ୍ୟୁଜ): ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକର ମିଳିତ ଆନୁକୂଲ୍ୟରେ ୨୮୦ରୁ ଉର୍ଦ୍ଧ ଭିନ୍ନକ୍ଷମମାନଙ୍କୁ…
Read More...