banner
Breaking

ପୁଣି କେନ୍ଦ୍ରାପଡାରେ ଲଜ୍ଜା।

0

କେନ୍ଦ୍ରାପଡା,୨/୧୨: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଡେରାଡିହିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ଅଭିଯୋଗ ପରେ ଡେରାବିଶି ପୋଲିସ ତଦନ୍ତ ଆରମ୍ଭ କରିଛି । ରବିବାର ସଂଧ୍ୟାରେ ଡେରାଡିହି ଗାଁ ରାସ୍ତାରୁ ଉଠାଇ ନେଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ  ଥାନାରେ ଅଭିଯୋଗ ହୋଇଛି । ଡେରାବିଶି ଥାନା ପୋଲିସ ଘଟଣାର ବ୍ୟକ୍ତିକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

Khansweb Solution Bhubaneswar

Leave A Reply

Your email address will not be published.