banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ପ୍ରିୟ କଥା କହିବା କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ନିଜ ପରିବେଶରେ ସହମତି ଭିତ୍ତିରେ କାର୍ଯ୍ୟକଲେ ସଫଳତା ପାଇବେ । ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । କର୍ମକ୍ଷେତ୍ରରେ ସାଧାରଣ ଭୁଲ୍‌…
Read More...

ଅନୁଗୁଳରେ ଗୃହ ନିର୍ମାଣ ସ°ସ୍ଥାର କାର୍ଯ୍ୟାଳୟ ଉଦଘାଟନ କଲେ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର।

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମାଣ ହେବାକୁ ଥିବା ଅନୁଗୋଳ ଏନ୍‌କ୍ଲେଭ ପ୍ରକଳ୍ପ ପାଇଁ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଏକ ନୂତନ ପ୍ରକଳ୍ପ କାର୍ଯ୍ୟାଳୟ ଅନୁଗୋଳ ସହରର ହେମସରପଡା ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡିଶା ରାଜ୍ୟ ଗୃହ…
Read More...

କଟକରେ ଡବଲ ମର୍ଡର।

କଟକ,୧୩/୧୨:(ବ୍ୟୁରୋ) କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ଵର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ଏକ ଘରୁ ରକ୍ତ ଜୁଡୁବୁଡୁ ଅସବସ୍ଥାରେ ଦମ୍ପତିଙ୍କ ମୃତଦେହକୁ ଜବତ କରିଛି। କୌଣସି ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହତ୍ୟା…
Read More...

ଭାଜପା ଆଣିଲା ବିଜେଡି ନାରେ ଅଭିଯୋଗ। ବିଜେଡିର କଡା ଜବାବ।

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):‘ଜାଗା ମିଶନ’କୁ ୱାଲର୍‌ଡ ହାବିଟାଟ୍‌ ଆୱାର୍ଡ ମିଳିଥିବା ନେଇ ରାଜ୍ୟ ସରକାର ଦାବି କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୟଂ ଏନେଇ ଟୁଇଟ୍‌ କରିବା ପରେ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏହି ଆୱାର୍ଡ ପ୍ରଦାନ କରିଥିବା…
Read More...

କନ୍ଧମାଳର ଫୁଲବାଣୀ ଠାରେ ଖୋଲିବ କିସର ଶାଖା।

ଭୁବନେଶ୍ୱର, ୧୩।୧୨(ଓଡ଼ିଆ ନ୍ୟୁଜ):କନ୍ଧମାଳର ଫୁଲବାଣୀ ସହରରେ ଖୁବ୍‌ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି। ଭାରତର ଲୋକପ୍ରିୟ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‌ଡିଏଚ୍‌ ଓ କିସ୍‌ ସହଯୋଗରେ ଏହି ନୂତନ ଶାଖା ଖୋଲାଯିବ। ଗୁରୁବାର ଏନେଇ ନୂଆଦିଲ୍ଲୀରେ କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ଏକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ରାହୁ ଯୁକ୍ତ ଚନ୍ଦ୍ର ଯୋଗୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଅବଶ୍ୟ ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ, ବ୍ୟବସାୟ, ଚୁକ୍ତିପତ୍ର, ଲୋକସମ୍ପର୍କ, ବନ୍ଧୁଙ୍କ ସହ…
Read More...

୫୦୦ ଟଙ୍କା ଦେଇ ନବୀନ କିଣିଲେ ଜିନିଷ।

ଭୁବନେଶ୍ୱର,୧୧ ।୧୨(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱର ମିଶନ ଶକ୍ତି ମେଳାରେ ସପିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରୁ ଗହଣା ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ କିଣି ୫୦୦ ଟଙ୍କା ଦେଲେ ନବୀନ । ଏସଏଚଜି ଗୁଡିକର ହସ୍ତଶିଳ୍ପ ସାମଗ୍ରୀକୁ ଦେଖି ‘ଏକ୍ସଲେଣ୍ଟ’ କହିଲେ । ତେବେ…
Read More...

ଭାରତ ଜିତିଲା ଟି ୨୦ ସିରିଜ।

ମୁମ୍ବାଇ,୧୧/୧୨: ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତ ୬୭ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହିତ ଭାରତ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି।। ପୂର୍ବରୁ ଭାରତ ପ୍ରଥମ ଟି-୨୦ରେ…
Read More...

ଶେଷ ଟି ୨୦ ରେ ଭାରତର ବିଶାଳ ସ୍କୋର।

ମୁମ୍ବଇ,୧୧/୧୨ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଜାରି ରହିଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ପାଖରେ ବିଶାଳ ସ୍କୋର ଛିଡାକରିଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଧୂଆଁଧାର ବ୍ୟାଟିଂ…
Read More...

ଡବଲ୍ ପ୍ରେମ ନେଇଗଲା ଜୀବନ।

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଡବଲ ପ୍ରେମ ନେଇଗଲା ଜୀବନ। ଜଣଙ୍କୁ ପ୍ରେମକରି ବିବାହ ତାପରେ ଆଉ ଜଣଙ୍କୁ। ଦ୍ୱିତୀୟ ବିବାହକୁ କେନ୍ଦ୍ର କରି ପରିବାରରେ ଲାଗି ରହିଥିବା ଅଶାନ୍ତି ଶେଷରେ ଉଗ୍ର ରୂପ ନେଇଛି। ସ୍ତ୍ରୀଙ୍କ ପିନ୍ଧା ଶାଢ଼ୀରେ ଝୁଲି ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଶହୀଦନଗର ଥାନା…
Read More...