banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ,ସମ୍ମାନ ପାଇବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହେବ। ସକାଳୁ ସକାଳୁ ଆଶା କରିଥିବା ଖବର ପାଇ ମନ ଖୁସୀ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ସଭାସମିତି, ପରିବହନ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ର୍ରରେ ଆଶାନୁରୂପ ସୁଫଳ…
Read More...

ଆରମ୍ଭ ହେଲା ମୋ ପରିବାର । ପିନାକୀ, ଚନ୍ଦ୍ରଶେଖର, ଅତନୁଙ୍କୁ ନୂଆ ଦାୟିତ୍ୱ।

ଭୁବନେଶ୍ୱର,୫/୧(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ବିଭିନ୍ନ ରୂପରେଖ ନେଇ ନବୀନ ନିବାସରେ ଆଲୋଚନା ହୋଇଥିଲା । ଏଥିରେ ଜୀବନ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ଶ୍ରୀଚନ୍ଦ୍ର ଆପଣଙ୍କୁ ଉଚ୍ଚ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି, ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ। ନିଜ ରାଶିରେ ମଙ୍ଗଳ ଓ ସ୍ବଗୃହାଭିମୁଖୀ ଚନ୍ଦ୍ର ଆପଣଙ୍କୁ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିବେ। ଯାତ୍ରା, ଗୃହାରମ୍ଭ, ଅନ୍ୟାନ୍ୟ ପ୍ରତ୍ୟେକ ଦିଗରୁ…
Read More...

ଓଡିଶା କ୍ରୀଡାର ରାଜଧାନୀ ପାଲଟିଛି-ଅନୀଲ କୁମ୍ବଲେ

ଭୁବନେଶ୍ୱର,୪ ।୧(ଓଡ଼ିଆ ନ୍ୟୁଜ): ଲୋକସେବା ଭବନରେ ପହଞ୍ଚିଲେ କ୍ରିକେଟର ଅନୀଲ କୁମ୍ବଲେ । ସେଠାରେ ଉନ୍ନୟନ କମିଶନରଙ୍କ ସହ ଅନୀଲ ସାକ୍ଷାତ କରିଛନ୍ତି । ଓଡିଶା ନଲେଜ ହବ୍ ବକ୍ତୃୁତା ମାଳାରେ ଯୋଗ ଦେଇ ‘ଭାରତୀୟ କ୍ରୀଡା-ଏକ ଅନ୍ତଃଦୃଷ୍ଟି’ ଶୀର୍ଷକରେ ସେ ଭାଷଣ ଦେଇଛନ୍ତି । ଏହି…
Read More...

ବିଜୟ ମହାପାତ୍ର ପୁଣି ବିଜେପିର ହେବିଓ୍ବେଟ। କାଲି କେନ୍ଦ୍ରାପଡାରୁ ଆରମ୍ଭ ହେବ ଜପସମ୍ପର୍କ ପଦଯାତ୍ରା।

ଭୁବନେଶ୍ୱର, ୪ା୧(ଓଡ଼ିଆ ନ୍ୟୁଜ): ଓଡିଶା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥିବା ବିଜୟ ମହାପାତ୍ର ପୁଣି ନିଜର ହେବିଓ୍ବେଟର ପ୍ରମାଣ ଜାହିର କରିଛନ୍ତି। ଆସନ୍ତାକାଲିଠୁ ନାଗରିକତା ସଂଶୋଧନ ଆଇନ ସଚେତନତା ପାଇଁ ଦେଶବ୍ୟାପୀ ବିଜେପିର ଜନସମ୍ପର୍କ ଯାତ୍ରା ଆରମ୍ଭ ହେବ । ଓଡିଶାରେ…
Read More...

କଟକ ଗ୍ୟାଙ୍ଗଷ୍ଟାରର ସେଲଫି ଉପରେ ଡିସିପିଙ୍କ ପ୍ରତିକ୍ରିୟା।

କଟକ,୪ ।୧(ଓଡ଼ିଆ ନ୍ୟୁଜ): ଜେଲରେ ଗ୍ୟାଙ୍ଗଷ୍ଟାର ସକିଲର ସେଲ୍ଫି ଉଠାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଅଖିଳେଶ୍ ସିଂହ ସୂଚନା ଦେଇ କହିଛନ୍ତି ଯେ, ସକିଲର ୩ ନମ୍ବର ପ୍ରେମିକା ଏବେ ପୋଲିସ ହେପାଜତରେ । ସକିଲ କ୍ରାଇମ…
Read More...

ବର୍ଷା ପାଇଁ ବାତିଲ ହେଲା ମ୍ୟାଚ।

କଟକ, ୪ା୧(ଓଡ଼ିଆ ନ୍ୟୁଜ): ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ପ୍ରଥମ ମ୍ୟାଚ ବାତିଲ ହୋଇଥିବା ସୂଚନା ମିଳିଛି । ଅନିଶ୍ଚିତତା ମଧ୍ୟରେ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଆଜି ପ୍ରଥମ ମ୍ୟାଚ ଥିଲା । ଟ୍ରାପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ପାରିବାରିକ ସମସ୍ୟା ସମାଧାନକରି ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲକରିବେ। ଭାଗ୍ୟସ୍ଥ ଚନ୍ଦ୍ର ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଅଫିସରେ ଜଣେ ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ବର…
Read More...

ବର୍ଷା ଝଡତୋଫାନ ସହିତ ବଢିବ ଶୀତ-ପାଣିପାଗ

ଭୁବନେଶ୍ୱର,୩/୧(ଓଡ଼ିଆ ନ୍ୟୁଜ): ଶୀତୁଆ ପାଗକୁ ଝିପିଝିପି ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଝିରେ ମଝିରେ ସୁଲୁସୂଲିଆ ଥଣ୍ଡା ପବନରେ ଲୋମ ଟାଙ୍କୁରି ଯାଉଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ କରାଇ ପାରିବାରିକ ଅଶାନ୍ତି ସୃଷ୍ଟିକରିବ। ଉଚ୍ଚାରୋହୀ ଧନାଧିପତିଙ୍କ ସୁପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ସଫଳତା, ପରିବହନରେ ଉନ୍ନତି ଓ ଆନୁଷ୍ଠାନିକ କାମରେ ନିୟୋଜିତ କରାଇପାରନ୍ତି। କର୍ମାଧିପତି…
Read More...