banner
Breaking

ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କର – ମୁଖ୍ୟମନ୍ତ୍ରୀ । ଆଇଏଏସ ସମ୍ମିଳନୀ ଉଦଘାଟିତ।

ଭୁବନେଶ୍ୱର,୧୭।୧(ଓଡ଼ିଆ ନ୍ୟୁଜ): ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କରିବା ଉଚିତ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ…
Read More...

ଭାରତର ବିଶାଳ ସ୍କୋର।

ରାଜକୋଟ,(ଓଡ଼ିଆ ନ୍ୟୁଜ) : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ…
Read More...

ମୁଖ୍ୟ ଶାସନ ସଚିବଙ୍କ ଜାତିଭିତ୍ତିକ ଜନଗଣନା ପାଇଁ ଚିଠି।

ଭୁବନେଶ୍ୱର,: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖିଛନ୍ତି । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ପ୍ରସଙ୍ଗରେ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନାରେ ଏସଇବିସିଙ୍କୁ ସାମିଲ ନେଇ ରାଜ୍ୟ…
Read More...

ସମୀର ମହାନ୍ତି ହେଲେ ବିଜେପି ରାଜ୍ୟ ସଭାପତି।

ଭୁବନେଶ୍ୱର,୧୬।୧(ବ୍ୟୁରୋ): ବରିଷ୍ଠ ନେତା ସମୀର ମହାନ୍ତି ରାଜ୍ୟ ଭାଜପା ସଭାପତି ନିର୍ବାଚିତ ହୋଇଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି। ପ୍ରକାଶ ଯେ, ୨୦୧୯ ଜାନୁୟାରୀରେ ସଭାପତି ବସନ୍ତ ପଣ୍ଡାଙ୍କ ତିନି ବର୍ଷୀୟା କାର୍ଯ୍ୟକାଳ…
Read More...

ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ସମ୍ମିଳନୀ ଡିଜିଟାଲ ଗଣତନ୍ତ୍ର-ପରିବର୍ତ୍ତନ ପାଇଁ ଆଇଟି’

ଭୁବନେଶ୍ୱର,୧୬/୧ (ଓଡ଼ିଆ ନ୍ୟୁଜ) : ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସିଏସଆଇ-୨୦୨୦ ଗୁରୁବାରଦିନ କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି ଏକ ସର୍ବବୃହତ ଆଇଟି ସମ୍ମିଳନୀ ଅନୁଷ୍ଠିତ ହେଉଛି ଯେଉଁଠାରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଷଷ୍ଠସ୍ଥ ଶୁଭଚନ୍ଦ୍ର ପ୍ରଭାବରେ ଖର୍ଚ୍ଚାନ୍ତ ହେବେ ସିନା ଅଟକି ରହିଥିବା କାମଗୁଡିକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗି ରହିବ। ଜମିଜମା, କଳ କାରଖାନା, ଜଳ, ତୈଳ…
Read More...

ଶ୍ରୀ ଶ୍ରୀ ମହାବୀର ମନ୍ଦିରର ୧୬ ତମ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର, ୧୫/୦୧ (ଓଡ଼ିଆ ନ୍ୟୁଜ) ପବିତ୍ର ମକର ସଂକ୍ରାନ୍ତି ଅବସରରେ ନିଳାଦ୍ରୀ ବିହାର ସେକ୍ଟର-୨ ସ୍ଥିତ ଶ୍ରୀଶ୍ରୀ ମହାବୀର ମନ୍ଦିରର ୧୬ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଧାର୍ମିକ ବାତାବରଣ ଭିତରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ସୋମବାର…
Read More...

ମକର ଓ ପୋଙ୍ଗଲ ପର୍ବକୁ ଅଭିନବ ଢଙ୍ଗରେ ପାଳିଲା ଜୟ ଓଡିଶା।

ଭୁବନେଶ୍ୱର,୧୫/୧ (ଓଡ଼ିଆ ନ୍ୟୁଜ): ପବିତ୍ର ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ କୁ ଜୟ ଓଡ଼ିଶା ଓ ଏହାର ସଭ୍ୟ ମିଶି ଏକ ଅଭିନବ ଉପାୟ ରେ ପାଳନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ୩ ଟି ବସ୍ତି ଯଥା, ଶିଖରଚଣ୍ଡୀ ନଗର,ମୋଚିସାହି ଏବଂ ତେଲୁଗୁ ବସ୍ତି ରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଚନ୍ଦ୍ର ଶନି କ୍ଷେତ୍ରସ୍ଥ ଶୁକ୍ରଙ୍କ ନକ୍ଷତ୍ରରେ ଥିବାରୁ ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ବୃଶ୍ଚିକ ରାଶିସ୍ଥ ମଙ୍ଗଳଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ। ଆତ୍ମୀୟ ସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ।…
Read More...

ପୁରୀରେ ପୁଣି ଏକ ଗଣଦୁଷ୍କର୍ମ।

ପୁରୀ,୧୫/୧(ଵ୍ୟୁରୋ) :ପୁରୀରେ ପୁଣି ଏକ ଗଣଦୁଷ୍କର୍ମ । ମହାରାଷ୍ଟ୍ରରରୁ ପୁରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁରୀ ରେଳ ଷ୍ଟେସନ ନିକଟରୁ କିଛି ସ୍ବେଚ୍ଛାସେବୀ କର୍ମୀ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ…
Read More...