banner
Breaking

ବାରିପଦାରେ ପାଳିତ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ।

ବାରିପଦା,୨୭/୧(ଓଡ଼ିଆ ନ୍ୟୁଜ) : ବାରିପଦାଠାରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ର…
Read More...

ଉତ୍କଳମଣିଙ୍କ ପୀଠ ହେବ ନବକଳେବର। ୫ଟି ସଚିବଙ୍କ ପରିଦର୍ଶନ।

ସୁଆଣ୍ଡୋ :  ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ କରାଯିବା ପାଇଁ ସୁଆଣ୍ଡୋସ୍ଥ ପଣ୍ଡିତଜୀଙ୍କ ବାସଭବନରେ ୫- ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଓ ଜିଲ୍ଲାପାଳ ବଳୱନ୍ତ ସିଂହ ରବିବାର ଅପରାହ୍ନରେ ପହଞ୍ଚିଥିଲେ। ଜନ୍ମପୀଠ ଠାରୁ ଶହେ ଫୁଟ ଦୂରରେ ସଂଗ୍ରହାଳୟ ନିର୍ମାଣ କରାଯିବ । ପୁରାତନ…
Read More...

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଜାରିହେଲା ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭

ଭୁବନେଶ୍ଵର : ଚୀନର ଭୟଙ୍କର ‘କରୋନା’ ଭାଇରସ ୮୦ ମୁଣ୍ଡ ନେଇସାରିଲାଣି। ଏଥିପାଇଁ ଭୟଭୀତ ହୋଇପଡିଛନ୍ତି ବିଶ୍ବବାସୀ।ଦେଶଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ବ୍ୟବସ୍ଥା ଭିତରେ ଓଡିଶା ସରକାର ବି ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି।…
Read More...

ଦୁଇଦିନ ବର୍ଷା ତାପରେ ଶୀତ। ପାଣିପାଗ

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୮ରେ କଟକ, ଅନୁଗୋଳ,…
Read More...

୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ। ପତାକା ଉତ୍ତୋଳନ କଲେ ରାଜ୍ୟପାଳ।

ଭୁବନେଶ୍ୱର: ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଓଡ଼ିଶାକୁ ଦେଶର ଏକ ସମୃଦ୍ଧ ଏବଂ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଶପଥ…
Read More...

ଦିଲ୍ଲୀ ନିର୍ବାଚନ ମଇଦାନରେ ୧୬୪ କୋଟିପତି ପାର୍ଥୀ।

ନୂଆଦିଲ୍ଲୀ,୨୬ା୧: ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ମଇଦାନରେ ଅଛନ୍ତି ୧୬୪ କୋଟିପତି ପ୍ରାର୍ଥୀ। ୧୩ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶାଇଛନ୍ତି। ସବୁଠାରୁ ଅଧିକ ଧନୀ ଭାବେ ଏଏପିର ମୁଣ୍ଡ୍‌କା ପ୍ରାର୍ଥୀ ଧରମପାଲ ଲାକ୍ରା(୨୯୨.୧ କୋଟି)…
Read More...

ଜାହିର ଖାନଙ୍କୁ ପଦ୍ମଶ୍ରୀ ପୁରସ୍କାର।

ନୂଆଦିଲ୍ଲୀ,:- ପୂର୍ବତନ ଭାରତୀୟ ପେସର ଜାହିର ଖାନଙ୍କୁ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଛି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଦେଶର ସବୁଠୁ ସଫଳତମ ବାମହାତୀ ବୋଲର। ସେ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଏକାଦଶସ୍ଥ ଶୁକ୍ର ଏବଂ ଚନ୍ଦ୍ର ପ୍ରଭାବରେ ଶିକ୍ଷା, ସନ୍ତାନ, ପାରିବାରିକ ଶାନ୍ତି, ପରିବହନରେ ଉନ୍ନତି ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କଷ୍ଟରେ ପାଇଥିବା ଜିନିଷ ସୁବିଧାରେ ରଖି ପାରିବେ ନାହିଁ, ଫଳରେ ହାତମୁଠାରୁ କେତେକ ସୁ୍‌ଯୋଗ ଖସିଯାଇପାରେ। ପ୍ରକାଶନ, ପ୍ରଶାସନ, ସଭାସମିତି,…
Read More...

ଭାରତର ଦମଦାର ବିଜୟ। ୭ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା।

ଅକ୍‌ଲାଣ୍ଡ,୨୬।୧- ଭାରତର ଦମଦାର ବିଜୟ। ସ୍ଥାନୀୟ ଇଡେନ ପାର୍କରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ଭାରତ ସହଜରେ ଜିତିନେଇଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ଲୋକେଶ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଭାରତ ୧୭.୩ ଓଭରରେ ହାସଲ କରିଛି।…
Read More...

ଓ ଏ ଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ନେଇ ଶନିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଟିଟିଲାଗଡ଼ ବିଡିଓ ମୋତିଲାଲ ସୁଳିଆଙ୍କୁ ବୀରମହାରାଜପୁର ବ୍ଲକକୁ ବଦଳି କରାଯାଇଥିବା…
Read More...