banner
Breaking

ସରିଲା କୁମ୍ଭ ମେଳା, କମ୍ପୁଛି ଯାତ୍ରା ମଞ୍ଚ

ଭୁବନେଶ୍ୱର : ଗତ ୯ଦିନ ଧରି ଖଣ୍ଡଗିରି ପାହାଡ଼ରେ ଚାଲିଥିବା କୁମ୍ଭମେଳା ରବିବାର ଅଗ୍ନି ଉସତ୍ବ ସହ ଶେଷ ହୋଇଛି। ଅନନ୍ତ ଗୁମ୍ପା ସମ୍ମୁଖରେ ଚାଲିଥିତ୍ବା ମହାଯଜ୍ଞରେ ବିଳମ୍ବିତ ରାତିରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ରବିବାର ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଖଣ୍ଡଗିରିରେ ପହଞ୍ଚତ୍ଥିଲେ।…
Read More...

୧୦ ରୁ ମାଟ୍ରିକ ପରୀକ୍ଷା

କଟକ : ଆସନ୍ତା ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହାଇସ୍କୁଲ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏହାକୁ ନେଇ ଛାତ୍ରୀଛାତ୍ରମାନେ ତତ୍ପର ହୋଇପଡିଛନ୍ତି।…
Read More...

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର : ଦେଶର ଅଗ୍ରଣୀ ସମାଜସେବା ସଂଗଠନ ରେଡ଼୍‌ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ କର୍କଟ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସଂଜୀବନି” ଭୂବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅସିତ୍…
Read More...

ସୈନିକ ସ୍କୁଲରେ ଷଷ୍ଠ ବିଜୁ ମାରାଥନ୍‌

ଭୁବନେଶ୍ୱର,୫ା୨ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ସୈନିକ ସ୍କୁଲରେ ଷଷ୍ଠ ବିଜୁ ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ଓଏମସିଏଲ ଓ ସୈନିକ ସ୍କୁଲ ପୂର୍ବତନ ଛାତ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି ଗଣ ଦୈ।ଡରେ ସୈନିକ ସ୍କୁଲର…
Read More...

ନାରାୟଣପାଟଣାରେ ୫ଟି ସଚିବ

କୋରାପୁଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲା ଗସ୍ତ କରି ନାରାୟଣପାଟଣା ପାଇଁ ଶିକ୍ଷା,ସାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର ନେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ୫-ଟି ସଚିବ ଭି.କେ.…
Read More...

ଚାଇନାର ବେଲୁନକୁ ଖସାଇ ଦେଲା ଆମେରିକା

ୱାଶିଂଟନ,୫ ।୨: ଆମେରିକା ଆକାଶରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଲାଣି । ଆସୋସିଏଟେଡ ପ୍ରେସର ରିପୋର୍ଟ ଅନୁଯାୟୀ, ଆମେରିକା ସମୁଦ୍ର ଉପରେ ଚାଇନା ବେଲୁନକୁ ନଷ୍ଟ କରିଦେଇଛି । ଏବେ ଏହାର ଅଳିଆକୁ ଏକାଠି କରାଯାଉଛି । ଶନିବାର…
Read More...

ଆଜି ପବିତ୍ର ମାଘ ପୁର୍ଣିମା

ଭୁବନେଶ୍ବର: ଆଜି ପବିତ୍ର ମାଘ ମାସ ପୂର୍ଣ୍ଣିମା ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ହେବ। ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ଏହି ବେଶ ଅନୁଷ୍ଠିତ ହେବ। ଏହି ଅବସରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ।…
Read More...

ଗୋପାଳ ରିମାଣ୍ଡ ଅବଧି ବଢିଲା

ଝାରସୁଗୁଡ଼ା : ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଗୋପାଳ। ଶନିବାର ଏହି ଅବଧି ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ…
Read More...

ବାହିନୀପତିଙ୍କୁ ନେଇ ଜୋରଦାର ଚର୍ଚ୍ଚା

ଜୟପୁର : କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ସରକାର ବିରୋଧୀ ହୋ ହଲ୍ଲା ପାଇଁ ବେଶ ଜଣାଶୁଣା। ତେବେ ଶୁକ୍ରବାର ଜୟପୁର ବିକ୍ରମଦେବ ସୟଂଶାସିତ ମହାବିଦ୍ୟାଳୟର ୭୫ତମ ପ୍ଲାଟିନମ ଜୁବିଲି ସମାରୋହରେ ତାରାଙ୍କର ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଏହି ସମାରୋହରେ…
Read More...

କେନ୍ଦ୍ରାପଡ଼ାରେ ଗଢ଼ି ଉଠିବ ଶିଳ୍ପ କାରଖାନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଗଢ଼ି ଉଠିବ ଶିଳ୍ପ କାରଖାନା । ଷ୍ଟିଲ ପ୍ଲାଣ୍ଟ ସମେତ ଶିଳ୍ପ କରିଡରରେ ଛୋଟବଡ ଶିଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଦେଖିବାକୁ ମିଳିବ। ଏ ନେଇ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ପାର୍ଶ୍ୱରେ ୩ଟି ସ୍ଥାନକୁ ଚିହ୍ନଟ କରାଯାଉଛି। ଏଥିସହ ଜିଲା ପ୍ରଶାସନ ଓ…
Read More...