କଡାକଡି ହେଲା ମଟର ଯାନ ନିଯମ। ଉଲ୍ଲଙ୍ଘନ ପାଇଁ କେତେ ଫାଇନ୍ ଜାଣନ୍ତୁ।
ଭୁବନେଶ୍ବର, (ଓଡ଼ିଆ ନ୍ୟୁଜ) : ଛଅ ମାସର କୋହଳ ସମୟ ଶେଷ ହେବା ପରେ ଆଜି(ରବିବାର)ଠାରୁ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଯାଞ୍ଚ କଡ଼ାକଡ଼ି ହୋଇଛି। ଆଉ କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ସ୍ପଷ୍ଟ କରି ଦେଇଛି। ତେବେ ଏଥର ଡ୍ରାଇଭିଂ ଲାଇସେନ୍ସ ଆଉ ଗାଡ଼ିର କାଗଜପତ୍ର ଯାଞ୍ଚକୁ ଅଧିକ…
Read More...
Read More...