କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା। କେଉଁ ମାନେ କଣ ପାଇବେ ପଢନ୍ତୁ।
ନୂଆଦିଲ୍ଲୀ, ୨୬/୩ (ଓଡ଼ିଆ ନ୍ୟୁଜ) : ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା। ଦୋହଲାଇ ଦେଇଛି ଆର୍ଥିକ ମାନଦଣ୍ଡ।କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ…
Read More...
Read More...