ପଶ୍ଚିମବଙ୍ଗରେ ଫସିଥିବା ଭୋକିଲା ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଲେ ବୈଜୟନ୍ତ ପଣ୍ଡା।
ଭୁବନେଶ୍ବର,୨୪/୪(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଦରଦୀ ନେତା ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ଟିଟାଗଡ ଅଞ୍ଚଳରେ ଫସି ରହିଥିବା ୨ ହଜାର ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି।ସୂଚନାଯୋଗ୍ୟ , କରୋନା ଲକ୍ଡାଉନ…
Read More...
Read More...