banner
Breaking

ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର,୬/୭(ଓଡ଼ିଆ ନ୍ୟୁଜ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାସଂଦ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ…
Read More...

ସୋମନାଥ ଯିବା ହେଲାଣି ଡେରି କ୍ୟାସେଟ ଉନ୍ମୋଚିତ। ନାରୀ ଜାଗରଣ ମଞ୍ଚ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ।

ଭୁବନେଶ୍ୱର, ୭ା୭(ଓଡ଼ିଆ ନ୍ୟୁଜ): ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର ଦେବଦେବ ମହାଦେବଙ୍କ ମୁଣ୍ଡରେ ଜଳଲାଗି କଲେ ମାନସିକ ପୂର୍ଣ୍ଣହୁଏ ବୋଲି ଶିବଭକ୍ତ ମାନଙ୍କର ଅଖଣ୍ଡ ବିଶ୍ୱାସ ଅଛି । ଏହିଦିନ କାଉଡିଆମାନେ ନଦୀରୁ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଙ୍କ ମସ୍ତକରେ ଜଳଲାଗି…
Read More...

ଭୁବନେଶ୍ୱରରୁ ପୁଣି ୧୭ ପଜିଟିଭ ଚିହ୍ନଟ। ୧୦ ଲୋକାଲ୍ ୨ କରୋନା ଯୋଦ୍ଧା।

ଭୁବନେଶ୍ୱର,୬।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫ ଜଣଙ୍କ,…
Read More...

ରାଜ୍ୟରେ ଆଜି ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ୱର, ୬।୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୪୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩୦୯ କ୍ୱାରାଣ୍ଟାଇନ…
Read More...

ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୬/୭(ଓଡ଼ିଆ ନ୍ୟୁଜ) ବରିଷ୍ଠ ବିଜେଡ଼ି ନେତା ତଥା ତିର୍ତ୍ତୋଲର ବିଧାୟକ ବିଷ୍ଣୁଚରଣ ଦାସଙ୍କ ୬୬ବର୍ଷରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ୬ଥର ବିଧାୟକ, ଥରେ ମନ୍ତ୍ରୀ ଓ ଥରେ ସାଂସଦ ଥିଲେ ବିଷ୍ଣୁ ଦାସ। ଜଗତସିଂହପୁରରୁ ୫ଥର ଏବଂ…
Read More...

ଆମ ଓଡିଶା ଓ ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର।

ଜଗତସିଂହପୁର,୫/୭(ଓଡ଼ିଆ ନ୍ୟୁଜ):ଆଜି ସାଇ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ ଅବସର ଆମ ଓଡ଼ିଶା ଓ ସାଇ ମନ୍ଦିର ଗୋପାଳ ସାଗର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ସାମାଜିକ ଦୂରତା ରକ୍ଷା କରି ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଟ୍ରଷ୍ଟ ସଭାପତି ହେମନ୍ତ କୁମାର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ର ପ୍ରଶସ୍ତ ରହିବ ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟମାନଙ୍କ ପ୍ରତି ଆଗ୍ରହୀ ହେବେ । ଗୃହ ମରାମତି, ଭୂମିକ୍ରୟ, ଗାଡିମୋଟର କିଣାବିକା କ୍ଷେତ୍ରରେ ସମସ୍ୟା ଉପୁଜିପାରେ । ବୃଷ:-ଆଜି ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ…
Read More...

ଭୁବନେଶ୍ୱରରୁ ଆଜି ପୁଣି ୧୯ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୫/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରରୁ ପୁଣି ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଓ ୨ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୯ ଜଣଙ୍କ…
Read More...

ରାଜ୍ୟରେ ଆଜି ପୁଣି ୪୬୯ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ।

ଭୁବନେଶ୍ୱର,୫/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧିପାଇଛି । ଆଜି ଚିହ୍ନଟ ହୋଇଥିବା ୪୬୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୫୨ଜଣ…
Read More...

ଆତ୍ମନିର୍ଭର ଭାରତ ଆପ୍ ନିର୍ମାଣ ପାଇଁ ମୋଦିଙ୍କ ଆହ୍ବାନ।

ଆତ୍ମନିର୍ଭର ଭାରତ ଆପ୍‌ ନିର୍ମାଣ ଓ ବିକାଶ କାର୍ୟ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇନାହାନ୍ତି। ଲିଙ୍କଡ଼ଇନ‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର…
Read More...