banner
Breaking

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କେମିତି ପାଇବେ ଜାଣନ୍ତୁ।

ଭୁବନେଶ୍ଵର ,୨୯/୬(ଓଡ଼ିଆ ନ୍ୟୁଜ) ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଳମ୍ବରେ ହେଲେ ବି ଦୀର୍ଘ ଦୁଇମାସର ପ୍ରତୀକ୍ଷା ପରେ ଆଜି ବାହାରିବାକୁ ଥିବା‌ ଏହି ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା ଆଶଙ୍କାରେ ରହିଛନ୍ତି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ଉପୁଜି ଥିବା ଆକସ୍ମିକ ସମସ୍ୟାର ସମାଧାନ କରିବାରେ ବିବ୍ରତ ହୋଇପାରନ୍ତି। ପରଧନରେ ଧନୀ ହେବା ଆଶା କରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନ ଚାଳନାରେ ସତର୍କ ହେବେ। ବୃଷ:- ଆଜି ବନ୍ଧୁ ମିଳନ ଘଟିପାରେ। ଧନ, ଜନ, ଗୋପ, ଲକ୍ଷ୍ମୀ…
Read More...

ଓଡିଶାକୁ ଜିଏସଟି ସହାୟତା ୫ ହଜାର ୧୨୨ କୋଟି। ପୂର୍ବ ଭାରତର ବିକାଶ କ୍ଷେତ୍ରରେ ଓଡିଶାକୁ ପ୍ରାଧାନ୍ୟ ଦେଉଛନ୍ତି…

ଭୁବନେଶ୍ୱର :  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ…
Read More...

ହେପାଟାଇଟିସ୍ ମୁକ୍ତ ବିଶ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

ଭୁବନେଶ୍ବର,୨୮/୭(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ କହିଛନ୍ତି ପ୍ରାକୃତିକ ସମ୍ପଦ ଏବଂ ଧରିତ୍ରୀ ମାତାର ପ୍ରାଚୁର୍ଯ୍ୟର ପୋଷଣୀୟ ପରିଚାଳନା ସହିତ ମାନବ ଜାତିର ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତ ଜଡ଼ିତ। ପ୍ରକୃତି ସହିତ ସହାବସ୍ଥାନ…
Read More...

ସୁଶାନ୍ତ ସି° ରାଜପୁତଙ୍କ ମୃତ୍ୟୁ ମମଲାରେ ନୂଆ ମୋଡ।

ମୁମ୍ବଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଧାରଣ କରିଛି। ସଦ୍ୟତମ ଖବର ଅନୁଯାୟୀ, ସୁଶାନ୍ତଙ୍କ ପିତା  ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାୟର କରିଛନ୍ତି।  ସୁଶାନ୍ତଙ୍କ ପିତା ଏଫଆଇଆରରେ…
Read More...

କେନ୍ଦ୍ରାପଡାକୁ ରେଳ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି।

ଭୁବନେଶ୍ୱର,୨୮/୭(ଓଡ଼ିଆ ନ୍ୟୁଜ):ହରିଦାସପୁର ଓ ପାରାଦୀପ ମଧ୍ୟରେ ରେଳ ଚଳାଚଳ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ୮୨ କିଲୋମିଟର ବିଶିଷ୍ଟ ଏହି ରେଳପଥ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରୁ ଗଲା ମାଟି ।

ଭୁବନେଶ୍ୱର, ୨୮/୭ : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ…
Read More...

ପରିବା ଦୋକାନରେ ରଶି ଲଗାଇ ଝୁଲିଲେ ଯୁବକ।

ଜଗତସିଂହପୁର,(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ସଅଁରା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଅଁରା ଗ୍ରାମର ଧନେଶ୍ୱର ମହାନ୍ତିଙ୍କର ସାନ ପୁଅ ଅଜୟ କୁମାର ମହାନ୍ତି ସଅଁରା ବଜାରଠାରେ ଥିବା ନିଜ ପରିବା ଦୋକାନରେ ବେକରେ ରଶି ଲଗାଇ ଝୁଲି…
Read More...

ରମ୍ଭାଦେଇପୁରେ ମହାସଂଘ କାର୍ଯ୍ୟାଳୟ ଉଦଘାଟିତ।

ଜଗତସିଂହପୁର,୨୮/୭(ଓଡ଼ିଆ ନ୍ୟୁଜ):ରମ୍ଭାଦେଇପୁର ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି…
Read More...

ରାଜ୍ୟରେ ଆଜି ପୁଣି ୧୨୧୫ ପଜିଟିଭ ଚିହ୍ନଟ ଓ ୭ ମୃତ।

ଭୁବନେଶ୍ଵର,୨୮/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭କୁ…
Read More...