ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +୨ବିଜ୍ଞାନ ପରୀକ୍ଷା ଫଳ।
ଭୁବନେଶ୍ବର,୧୦/୮(ଓଡ଼ିଆ ନ୍ୟୁଜ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ସାଢେ ୧୨ଟାରେ ପରିଷଦ କାର୍ଯ୍ୟାଳୟ ଠାରେ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା…
Read More...
Read More...