banner
Breaking

ରୁଷିଆ ଭାରତକୁ ଦେବ ୧୦ କୋଟି କୋଭିଡ ଟୀକା।

ମସ୍କୋ,୧୬।୯ : କରୋନା ମୁକାବିଲା ପାଇଁ ରୁଷିଆ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକା ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିକୁ ମିଳିବ। ଏ ନେଇ ରୁଷିଆର ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ସହ ଭାରତର ଚୁକ୍ତି ହୋଇଛି। ରୁଷିଆ ଦ୍ୱାରା…
Read More...

ବାର୍ତାଳାପ ରିପ୍ଲେ: ୨୦୧୯ରେ ଟ୍ୱିଟରରେ‘ଭଲ କାମକରିବା’, ‘ପରିବାର’ଏବଂ ‘ପୋଷା ଜୀବଜନ୍ତୁ’ଉପରେ କଥାବାର୍ତାରେ…

ଟ୍ୱିଟର ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଅଧ୍ୟୟନ ଦର୍ଶାଉଛି ଯେ ଗତ ବର୍ଷ ଦୈନନ୍ଦିନ ଉପରେ କଥାବାର୍ତାରେ ଭାରତୀୟମାନେ ଆନନ୍ଦ ପାଇଥିଲେ । ସେପ୍ଟେମ୍ବର-ନଭେମ୍ବର ୨୦୧୯ ରେ ଭାରତରେ ୨୨ସିଟି’ରେ ୮୫୦,୦୦୦ ଟ୍ୱିଟକୁ ଟିମ ବିଶ୍ଳେଷଣ କରିଥିଲେ । ଅଧ୍ୟୟନ ଅନୁସାରେ ୨୦୧୯ରେ ଟ୍ୱିଟ’ର ପରିମାଣ ସହିତ…
Read More...

ରାଜ୍ୟରେ ଆଜି ପୁଣି ୪୨୭୦ ପଜିଟିଭ ଚିହ୍ନଟ ଓ ୧୧ ମୃତ।

ଭୁବନେଶ୍ବର,୧୬/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ବୁଧବାର ରାଜ୍ୟର ୩୦ଟି ଜିଲ୍ଲାରୁ ୪୨୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୨୪୭୮ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୯୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ​​। ଫଳରେ…
Read More...

ରାଜ୍ୟ କ୍ୟାବିନେଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି।

ଭୁବନେଶ୍ୱର,୧୫।୯(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନ୍ଫରେନ୍ହି ମାଧ୍ୟମରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଏଥିରେ ଓଡ଼ିଶା ଦ୍ରବ୍ୟ ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର କର୍ମକ୍ଷେତ୍ରରେ, ଆନୁଷ୍ଠାନିକ କାମରେ, ସେବା ମନୋବୃତ୍ତିରୁ ପ୍ରଶଂସିତ ହେବେ। ପିଲାଙ୍କ ଶିକ୍ଷା ଓ ଆଗାମୀ ପରୀକ୍ଷା ସମସ୍ୟା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ସଚେତନତା ଅଭାବରୁ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତାର…
Read More...

ଅକ୍ଟୋବର ୧୧ ରେ ଓୟୁଏଟି ୟୁଜି ଏକକ ପରୀକ୍ଷା ।

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ (ୟୁଜି) ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆବେଦନ ଶେଷ ହୋଇଥିଲେ ମଧ୍ୟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାମୟିକ ଭାବେ ପ୍ରବେଶିକାକୁ ସ୍ଥଗିତ ରଖାଯାଇଥିଲା। ଚଳିତ…
Read More...

୧୦ ମାସ ହେବ ପଇସା ନପାଇ ଧାରଣାରେ ବସିଲେ ଶ୍ରମିକ। ଏନବିସିସିର ଶ୍ରମିକ ମାରଣ ନୀତି।

ଭୁବନେଶ୍ୱର,୧୫/୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ପ୍ରେସଛକ ନିକଟରେ ଥିବା ଏନବିସିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହଶହ ଶ୍ରମିକ। ସୂଚନା ଅନୁସାରେ ଏନବିସିସିର ଠିକା କଣ୍ଟ୍ରାକ୍ଟରଙ୍କ ଅଧିନରେ କାମ କରୁଥିବା ଶ୍ରମିକମାନେ ଦୀର୍ଘ ଦିନ ହେବ ମଜୁରୀ ନପାଇ ଆଜି ଅନଶନରେ ବସିଥିଲେ।…
Read More...

ରାଜ୍ୟରେ ଆଜି ପୁଣି ୩୬୪୫ ପଜିଟିଭ ଚିହ୍ନଟ ଓ ୮ ମୃତ।

ଭୁବନେଶ୍ୱର,୧୫/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୬୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୫୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚିଛି।…
Read More...

ୟୁଟୁବ ଆଣିବ ଟିକଟକ୍ ଭଳି ଆପ୍।

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ ଉପରେ ନିଷେଧାଦେଶ ଦିଆଯିବା ପରେ ବର୍ତ୍ତମାନ ଟିକଟକର ବିକଳ୍ପ ଭାବେ ଅନେକ ଆପ ପ୍ଲେ ଷ୍ଟୋରେ ଉପଲବ୍ଧ ଅଛି।  ୟୁଟ୍ୟୁବ୍ ଏବଂ ଫେସବୁକ୍ ମଧ୍ୟ ଏହାର ବିକଳ୍ପ ଆଣିବାକୁ ଯାଉଛନ୍ତି। ବର୍ତ୍ତମାନ ୟୁଟ୍ୟୁବ୍ ଏହାର ବିକଳ୍ପ ଭାବରେ ‘ସର୍ଟସ୍’…
Read More...

ଆମେରିକା ପୁଣି ବନ୍ଦ କଲା ଚୀନର ୫ଟି ସାମଗ୍ରୀ।

ୱାଶିଂଟନ୍‌: ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା। ଚୀନର ଜିନଙ୍ଗାଙ୍କୁ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ଗୁଡିକ ହେଉଛି କଟନ, ହେୟାର ପ୍ରଡକ୍ଟସ୍,…
Read More...