banner
Breaking

ଆରସିବିକୁ ୯୭ ରନରେ ହରାଇଲା ପଞ୍ଜାବ। ରାହୁଲଙ୍କ ପ୍ରଥମ ଶତକ।

ଦୁବାଇ : ଆଇପିଏଲ୍‍ର ୧୩ଶ ସଂସ୍କରଣରେ ପ୍ରଥମ ଶତକ ମାରିବାର କୃତିତ୍ୱ ହାସଲ କରିଛନ୍ତି କିଙ୍ଗ୍‍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ୍‍. ରାହୁଲ। ତାଙ୍କର ଏହି ଅପରାଜିତ ଶତକ ବଳରେ ଚଳିତ ସଂସ୍କରଣରେ ତା’ର ୨ୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି ପଞ୍ଜାବ। ଗୁରୁବାର ରୟାଲ୍‍ ଚ୍ୟାଲେଞ୍ଜର୍ସ…
Read More...

ଶିବାଙ୍ଗୀ ସି° ଉଡାଇବେ ରାଫାଲ।

ଲକ୍ଷ୍ନୌ,୨୪ା୯: ବାରାଣସୀର ଝିଅ ଶିବାଙ୍ଗୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଲଢୁଆ ଯୁଦ୍ଧ ବିମାନ ରାଫାଲ ଉଡ଼ାଣ କରିବାର ଗୌରବ ଅର୍ଜନ କରିଛନ୍ତି। ସେ ଦେଶର ସବୁଠାରୁ ଶକ୍ତିଶାଳୀ ତଥା ବାହୁବଳୀ ରାଫାଲ ବିମାନ ଉଡ଼ାଇବାର ଦାୟିତ୍ୱ ପାଇଛନ୍ତି। ଶିବାଙ୍ଗୀଙ୍କୁ ମିଳିଥିବା ଏହି ସମ୍ମାନ ପରେ ପୂରା…
Read More...

ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ।

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଗତ ୧୪ରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କଂଗ୍ରେସ ଟିକେଟରେ…
Read More...

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା’ ଗୃହ’ ପ୍ରତିଷ୍ଠା କରାଯିବ

ସୁନ୍ଦରଗଡ଼ ,୨୪/୯(ଓଡ଼ିଆ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…
Read More...

ରାଜ୍ୟରେ ଆଜି ପୁଣି ୪୩୪୦ ପଜିଟିଭ ଚିହ୍ନଟ ଓ ୧୬ ମୃତ।

ଭୁବନେଶ୍ୱର,୨୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୫୧୭ସଙ୍ଗରୋଧ କେନ୍ଦ୍ରରୁ ଓ ୧ହଜାର ୮୨୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସହ ୧,୯୬,୮୮୮ କୁ ବୃଦ୍ଧି ପାଇଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଦ୍ୱିଜା ନକ୍ଷତ୍ର ସନ୍ତାନଙ୍କ କୃତୀ ଓ କୃତିତ୍ୱରେ ଖୁସୀ ହୋଇପାରନ୍ତି। ଅଫିସ୍‌ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକ ମାନଙ୍କୁ କୈଫିୟତ୍‌ ଦେବାକୁ…
Read More...

ରାଜ୍ୟ ବିଜୁ ଜନତାଦଳର ନବକଳେବର। ଯୁବ ନେତାଙ୍କୁ ଗୁରୁତ୍ୱ।

ଭୁବନେଶ୍ୱର,୨୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟ ବିଜୁ ଜନତା ଦଳର ନବକଳେବର କରାଯାଇଛି। ପ୍ରଥମ ଥର ପାଇଁ ଯୁବ ସଙ୍ଗଠନରେ ବ୍ୟାପକ ଅଦଳବଦଳ କରାଯିବା ସହିତ ବହୁ ଯୁବ ନେତାଙ୍କୁ ରାଜ୍ୟ ତଥା ଜିଲା ଦାୟିତ୍ୱ ଅର୍ପଣ କରାଯାଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ…
Read More...

ରାଜ୍ୟରେ ଆଜି ପୁଣି ୪୨୩୭ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ବର,୨୩/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୮୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧,୭୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ,୯୨, ୫୪୮କୁ ବୃଦ୍ଧି ହୋଇଛି। ଏ ନେଇ…
Read More...

ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବନାହିଁ।

ଭୁବନେଶ୍ବର,୨୩/୯(ବ୍ୟୁରୋ):ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ପରିବାର ଲୋକେ ବହୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା,ପାରିବାରିକ ସଦ୍‌ଭାବ ଉତ୍ସାହିତ କରିବ। ବନ୍ଧୁମାନଙ୍କ ସହଯୋଗରେ ଅଟକି ରହିଯାଇଥିବା ଅଫିସ୍‌ର କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ। ବୃଷ:-ଆଜି ପରିବାରର ବାରଣ ନ ମାନି ପଡୋଶୀଙ୍କ ଘରୋଇ…
Read More...