banner
Breaking

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କରୋନା ଆକ୍ରାନ୍ତ।

ଭୁବନେଶ୍ୱର, ୨୫ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଧାୟକଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ କରୋନା ରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କରୋନା କବଜାକୁ…
Read More...

ଅକ୍ଟୋବର ୨୮ରେ ନିର୍ବାଚନ। ନଭେମ୍ବର ୧୦ରେ ଗଣତି।

ନୂଆଦିଲ୍ଲୀ : ଆସନ୍ତା ମାସ ୨୮ ତାରିଖରୁ ବିହାରରେ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣନା ନଭେମ୍ବର ୧୦ରେ ହେବ। ଆଜି ନୂଆଦିଲ୍ଲୀରେ ଏ ବିଷୟ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି, ନିର୍ବାଚନ ଘୋଷଣା ସହିତ ଆଦର୍ଶ ଆଚରଣ ସଂହିତା…
Read More...

କୃଷି ବିଲ୍ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ଆଇନର ବନ୍ଧନରୁ ମୁକ୍ତ କରିବ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦରେ ନିକଟରେ ଗୃହୀତ ହୋଇଥିବା କୃଷି ବିଲ୍ ଏବଂ ଶ୍ରମ ଆଇନ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ଆଇନର ବନ୍ଧନରୁ ମୁକ୍ତ କରିବ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ବିଜେପି ଦଳର କର୍ମୀଙ୍କୁ ସମ୍ବୋଧିତ…
Read More...

ଭାରତ ବନ୍ଦରେ ବିକ୍ଷୋଭ କରି ଆମ ଅଧିକାରର କର୍ମୀମାନେ ଗିରଫ

ଭୁବନେଶ୍ୱର, ୨୫/୯(ଓଡ଼ିଆ ନ୍ୟୁଜ) : କେନ୍ଦ୍ର ସରକାର ସଂସଦରେ ଗୃହିତ କରାଇଥିବା କୃଷକ ବିରୋଧୀ କଳାବିଲ୍ ବାତିଲ୍ କରିବା ଦାବୀରେ ବିଭିନ୍ନ କୃଷକ ଓ ଗଣସଂଗଠନ ଗୁଡ଼ିକ ପକ୍ଷରୁ ଆହୂତ ଭାରତ ବନ୍ଦରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ‘ଆମ ଅଧିକାର’ ଆଜି ସାମିଲ୍ ହୋଇଥିଲା । ସଂଗଠନର ୫୦ରୁ…
Read More...

ରାଜ୍ୟରେ ଆଜି ପୁଣି ୪୨୦୮ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ୱର,୨୫/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୬୨ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୭୪୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬କୁ ବୃଦ୍ଧି ପାଇଛି। ସେଥିରୁ…
Read More...

ସମ୍ ଅଲ୍ଟିମେଟ ମେଡିକେୟାରରେ କିଡନୀ ପ୍ରତ୍ୟାରୋପଣ।

ଭୁବନେଶ୍ୱର,୨୫/୯(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ଜଟିଳ ପରିସ୍ଥିତିରେ ସମ୍‍ ଅଲ୍ଟିମେଟ୍‍ ମେଡିକେୟାରରେ ଦୁଇଟି କିଡ୍‍ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଉଭୟ ରୋଗୀ ଜଟିଳ କିଡ୍‍ନୀ ରୋଗର ପଞ୍ଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍‍ କରାଯାଉଥିଲା। ସମସ୍ତ…
Read More...

ବରଦା ପ୍ରସନ୍ନ ଦାସ ହେଲେ ଅତିରିକ୍ତ ନିର୍ଦ୍ଦେଶକ।

ଭୁବନେଶ୍ଵର,୨୫/୯(ଓଡ଼ିଆ ନ୍ୟୁଜ):ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦୀର୍ଘ ଦିନଧରି ଖାଲିଥିବା ଅତିରିକ୍ତ ନିର୍ଦ୍ଦେଶକ ପଦ ପୂରଣ ହୋଇଛି। ବରଦା ପ୍ରସନ୍ନ ଦାସଙ୍କୁ ଲୋକ ସମ୍ପର୍କ ବିଭାଗର ନୂଆ ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରକାଶ ଥାଉକି ଶ୍ରୀଯୁକ୍ତ ଦାସ ଟିଟିଲାଗଡରେ…
Read More...

କୃଷି, କୃଷକ ବିରୋଧୀ ବିଲ୍ ଆନ୍ଦୋଳନ ଚାଲୁ ରହିବ : ଶେଷଦେବ ନନ୍ଦ ଭାରତ ବନ୍ଦରେ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର…

ଭୁବନେଶ୍ୱର,୨୫/୯(ଓଡ଼ିଆ ନ୍ୟୁଜ) : ସାରା ଭାରତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କ ସ୍ୱାର୍ଥ ବିରୋଧରେ ପାରିତ ଦୁଇ କୃଷି ବିଲ୍‌କୁ ବିରୋଧ କରି ଆଜି ଭାରତ ବନ୍ଦ ପାଳିତ ହୋଇଥିଲା ବେଳେ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନ ତରଫରୁ ଭୁବନେଶ୍ୱରରେ ବନ୍ଦ ପାଳନ ପାଇଁ ଉଦ୍ୟମ…
Read More...

ସମାଜସେବୀ ପ୍ରତାପ ସାହୁ ଗୁରୁତର।

ଭୁବନେଶ୍ୱର,୨୫/୯(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଜଣାଶୁଣା ବିଶିଷ୍ଟ ସମାଜସେବୀ ପ୍ରତାପ ସାହୁ ଗୁରୁତର । ମହାବାତ୍ୟା ଫନୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ୨୪ ଘଣ୍ଟା ଲୋକଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କୁ ସହଯୋଗର ହାତ ବଢାଇଥିବା ଓ ମହାମାରୀ କରୋନା ସମୟରେ ଦୀଘ ୭ ମାସ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ସକାଳୁ ସକାଳୁ ଅର୍ଥ ଲାଭ ସଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ। ବନ୍ଧୁମାନଙ୍କ ସହ ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। କିନ୍ତୁ କୃତ୍ତିକା ନକ୍ଷତ୍ର ପାଇଁ ଗୃହ, ଭୂମି, ଗାଡିମୋଟର ପ୍ରଭୃତିକୁ କେନ୍ଦ୍ରକରି କଳହର…
Read More...