banner
Breaking

ହାଇଦ୍ରାବାଦ ଠାରୁ ୩୭ ରନରେ ହାରିଲା ଚେନ୍ନାଇ।

ଦୁବାଇ, ୧୧।୧୦(ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩୭ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରତ୍ୟେକ ଦିଗରୁ ମନ ଖୁସୀ ରହିବ, କାମଗୁଡିକ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ବୃଷ:-ଆଜି…
Read More...

କ୍ଷମା ମାଗିଲେ ଉମା।

ପୁରୀ : କୋଭିଡ୍ ପଜିଟିଭ ଥାଇ ମଧ୍ୟ ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ  କାରଣ ଦର୍ଶାଅ ନୋଟିସ । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଉମାଙ୍କ ସରକାରୀ…
Read More...

ହାଥରସ ମାମଲା : ନାର୍କୋ ଟେଷ୍ଟ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ। ଏପି ସି°

ହାଥରସ,୧୦ ।୧୦: ଉତ୍ତର ପ୍ରଦେଶ ହାଥରସ ଜିଲା ଚମ୍ପଦା କୋତବାଲି ଅଞ୍ଚରେ ହୋଇଥିବା ଗଣ ବଳାତ୍କାର ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମନାକୁ ଆସୁଛି । ପୋଲିସ ପୀଡ଼ିତାଙ୍କ ଘରେ ସିସିଟିଭି ଲାଗାଇଥିଲା । ପୀଡ଼ିତାଙ୍କ ଘରେ ସିସିଟିଭି ଓ ମେଟାଲ ଡିଟେକ୍କ୍‌ର ଲଗାଇବା ପରେ କେତେଜଣ ସମ୍ପର୍କୀୟ…
Read More...

ଲକ୍ଷଣ ହୀନ ଆକ୍ରାନ୍ତ ହେଉଛନ୍ତି ସାଇଲେଣ୍ଟ ସ୍ପ୍ରେଡର।

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରାୟ ୮୬.୧ ପ୍ରତିଶତ ଲୋକଙ୍କଠାରେ କରୋନାର ସାଧାରଣ ଲକ୍ଷଣ…
Read More...

ଏଥର ହେବନାହିଁ ଭଷାଣୀ ଉତ୍ସବ-କୃତ୍ରିମ ପୁଷ୍କରିଣୀରେ ବିସର୍ଜନ ହେବେ ମା ଉତ୍ତର ଭୁବନେଶ୍ୱର ଭଷାଣୀ କମିଟିର ବୈଠକ

ଭୁବନେଶ୍ୱର ୧୦/୧୦(ଓଡ଼ିଆ ନ୍ୟୁଜ): ଉତ୍ତର ଭୁବନେଶ୍ୱର ଭଷାଣୀ କମିଟି ପକ୍ଷରୁ ପଟିଆ ଶିରିଡିସାଇ ମନ୍ଦିର ପ୍ରାଙ୍ଗଣରେ କମିଟିର ଅଧ୍ୟକ୍ଷ ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଏଥର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବନାହିଁ ।…
Read More...

ରାଜ୍ୟରେ ଆଜି ପୁଣି ୨୮୫୪ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ୱର, ୧୦।୧୦(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୨୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ ରେ…
Read More...

ନେତାଜୀ ଫାଉଣ୍ଡେସନ ତରଫରୁ ମାସ୍କ ବଣ୍ଟନ ଓ ବିଶୋଧିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର : ଆଜି ଜଗତସିଂହପୁରର ଅଗ୍ରଣୀ ସେଚ୍ଛାସେବୀ ସଂଗଠନ ନେତାଜୀ ଫାଉଣ୍ଡେସନ ତରଫରୁ ତରଡାପଡା ପଞ୍ଚାୟତର ନୂଆଶାସନ ଗ୍ରାମ ୬ ନଂ ୱାର୍ଡରେ ମାସ୍କ ବଣ୍ଟନ ଆଉ ବିଶୋଧିକରଣ କରାଯାଇଛି ।ଏଥିରେ ସଂଗଠନର ସଭାପତି ଅବନୀକାନ୍ତ ଦାଶ, ଯୁଗ୍ମ ସମ୍ପାଦକ ସୌଭାଗ୍ୟ ଦାଶ,ସୌମ୍ୟରଞ୍ଜନ ଦାଶ (ବାପି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା କରିପାରନ୍ତି। ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିପାରନ୍ତି। ବୃଷ:-ଆଜି ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଓ ଆକସ୍ମିକ…
Read More...

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିଜପିର ବିରୋଧ।

ଭୁବନେଶ୍ୱର: ରାଜ୍ୟ ସରକାର ବିଗତ ୪ ବର୍ଷ ମଧ୍ୟରେ ଚାରି ଚାରି ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି। ଅନ୍ୟ ପଟେ ଗତ ୭ ବର୍ଷ ମଧ୍ୟରେ ମାତ୍ର ଥରଟିଏ ବିଦ୍ୟୁତ ଦର ବୃଦ୍ଧି ହୋଇଛି ବୋଲି କହି ଶକ୍ତିମନ୍ତ୍ରୀ ପବିତ୍ର ବିଧାନସଭା ଗୃହକୁ ଅପମାନ କରିବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର…
Read More...