banner
Breaking

ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧(ଓଡ଼ିଆ ନ୍ୟୁଜ): ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବର୍ଷ ୨୦୨୧ରେ କରୋନା ସଙ୍କଟ ଦୂର ହେବା ସହ ରାଜ୍ୟର…
Read More...

ପ୍ରତାପ ପଲାଇ “ଓଡ଼ିଶା ମିରର୍” ପରିଚାଳନା ସମ୍ପାଦକ।

ଭୁବନେଶ୍ୱର:- ଓଡିଶାର ସର୍ବାଧିକ ପ୍ରସାରିତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର"ଓଡ଼ିଶା ମିରର୍"ର ନୂତନ ପରିଚାଳନା ସମ୍ପାଦକ ଭାବେ ପ୍ରତାପ କୁମାର ପଲାଇଙ୍କୁ ନିଯୁକ୍ତି ମିଳିଛି। ଶ୍ରୀଯୁକ୍ତ ପଲାଇ ଜଣେ ଯୁବ ସମାଜସେବୀ ତଥା କର୍ପୋରେଟ ମ୍ୟାନେଜମେଣ୍ଟ ଅଧିକାରୀ ଭାବରେ ତାଙ୍କର ଦୀର୍ଘ ବର୍ଷର…
Read More...

ମେ ୪ ରୁ ସିବିଏସ ଇ ପରୀକ୍ଷା।

ନୂଆଦିଲ୍ଲୀ,୧/୧(ଓଡ଼ିଆ ନ୍ୟୁଜ)-ମେ’ ୪ରୁ ଆରମ୍ଭ ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷା। ଏ ନେଇ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି। ମାର୍ଚ୍ଚ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ସେହିପରି ଜୁନ ୧୦…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ନୂଆ ବରଷର ନୂଆ ସକାଳରେ ଅନୁକୂଳ ଗ୍ରହସ୍ଥିତି ପାରିବାରିକ ସୁଖ, ଶରଧା ଓ ଆନନ୍ଦ ପ୍ରଦାନ କରିବ। କର୍ମାଧିପତି ଶନିଙ୍କ ପ୍ରାଧାନ୍ୟରୁ କର୍ମକ୍ଷେତ୍ରରେ ମର୍ଯ୍ୟାଦାଜନକ ସ୍ଥିତିରେ ରହିବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରର ମାଦକତାକୁ ଉପଭୋଗ କରିବେ। ଉନ୍ନତ ସ୍ବାସ୍ଥ୍ୟ, ନୂତନ…
Read More...

ରାଜନେତା ଓ ସରକାରୀ କର୍ମଚାରୀ ଦେବେ ସମ୍ପତ୍ତି ତାଲିକା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୨(ବୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସର୍ବଦା ସ୍ବଚ୍ଛତାକୁ ଗୁରତ୍ୱ ଦେଇ ଆସିଛନ୍ତି। ଦୁର୍ନୀତି ବିରୋଧୀ ସ୍ବରକୁ ଆହୁରି ଶାଣିତ କରିବାକୁ ସମସ୍ତ ଜନ…
Read More...

ସାହିତ୍ୟ ହାରି ଯାଉଥିବା ଲୋକକୁ ବଞ୍ଚିବାର ପ୍ରେରଣା ଦିଏ। ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୯/୧୨- ବିନ୍ଦୁ ସାହିତ୍ଯ ସମାଜର ବାର୍ଷିକୋତ୍ସବ ଓ ଗଳ୍ପ ଆସର ୱେବନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ସଭାପତି ପ୍ରଫେସର ନିତ୍ଯାନନ୍ଦ ମିଶ୍ର ଉଦଘାଟନ କରି ତାଙ୍କ ଅଭିଭାଷଣରେ ବିନ୍ଦୁ ସାହିତ୍ଯ ସମାଜର ଆଭିମୂଖ୍ଯ ସ୍ପଷ୍ଟ କରିଥିଲେ।ଏଥିରେ…
Read More...

ଅରୁଣ ବୋଥ୍ରାଙ୍କୁ ନୂଆବର୍ଷ ଭେଟି।

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ନୂଆବର୍ଷ ଭେଟି ସ୍ବରୂପ ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହିତ ୮ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ୨୦୨୧ ଜାନୁୟାରୀ ୧ ରୁ ପଦୋନ୍ନତି ଦିଆଯାଇଛି। ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ପୋଲିସ ବିଭାଗର ଅତିରିକ୍ତ ଡିଜି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବନ୍ଧୁମିଳନ ସହ ଅର୍ଥ, ଉଚ୍ଚସମ୍ମାନ ପ୍ରଦାନ କରିବ। ଆଶା କରିଥିବା କାର୍ଯ୍ୟଟିରେ ସଫଳତା ସକାଶେ ବହୁତ ଶ୍ରମ ସ୍ବୀକାର କରିବାକୁ ପଡ଼ିପାରେ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।…
Read More...

ଏହି ରାଜ୍ୟରେ ମାଗଣାରେ ଦିଆଯିବ କରୋନା ଟୀକା।

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା ମଧ୍ୟ କରି ସାରିଛନ୍ତି। ଇତିମଧ୍ୟରେ ୫ ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି ଘୋଷଣା…
Read More...

୨୪ରେ ଖୋଲିବ ଶ୍ରୀମନ୍ଦିର।

ପୁରୀ , ୧୨।୧୨: କରୋନା ଯୋଗୁ ପ୍ରାୟ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଏବେ ଖୋଲିବାକୁ ଯାଉଛି। ଏନେଇ ଶନିବାର ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ ସମ୍ମତି ପ୍ରଦାନ କରିଥିବାବେଳେ ୨ଦିନ ମଧ୍ୟରେ…
Read More...