ବାହାନଗା ଷ୍ଟେସନରେ ଅଟକିବ ନାହିଁ ଟ୍ରେନ
ବାଲେଶ୍ୱର - ୧୦।୬: ବାଲେଶ୍ୱର ଜିଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ ରହିବ ନାହିଁ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ଏଠାରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ କହିଛନ୍ତି ।
ସେ କହିଛନ୍ତି, ରିଲେ…
Read More...
Read More...