banner
Breaking

ଭୋଟ ଦେବା ସମୟରେ ଚିହ୍ନଟ ପାଇଁ ମାସ୍କ ଖୋଲିବେ ଭୋଟର

ବାଲେଶ୍ୱର ,୧୭।୧: ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ରବିବାର ରାଜନୈତିକ ଦଳ ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିଲା। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର…
Read More...

ନୂଆପଡା ଗ୍ରସ୍ତରେ ଡିଜିପି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଦିନିକିଆ ନୂଆପଡା ଗସ୍ତରେ ରବିବାର ଡିଜିପି ସୁନିଲ ବଂଶଲ ଯାଇଛନ୍ତି । ସେଠାରେ ସେ ପହଞ୍ଚି ମାଓବାଦୀ ସ୍ଥିତି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଛନ୍ତି। ଜିଲାର ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ନୂଆପଡା ଏସ୍‌ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ…
Read More...

ସୋମବାର ଓଡିଶାକୁ ଆସିବ ଓମିକ୍ରନ୍ ଟେଷ୍ଟ କିଟ୍

ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍‌ଡି ଓଡ଼ିଶାକୁ ଏହି କିଟ ଦେବ । ୫ ଲକ୍ଷ ଓମିସିଓର କିଟ ଆଣିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅର୍ଡର ଦେଇଛି। ଏହି ଓମିସିୟୋର କିଟସ୍…
Read More...

ରାଜଧାନୀ କିଓସ୍କରେ ଚାଲିଲା ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର,୧୬।୧(ବ୍ୟୁରୋ): କିଓସ୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ନୁହେଁ ବରଂ ପ୍ରସାରଣ କରାଯାଇଥିଲ ଅଶ୍ଲୀଳ ଭିଡିଓ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ଛକରେ ଲାଗିଥିବା କିଓସ୍କରେ। ଶନିବାର ରାତିରେ ଅଶ୍ଲୀଳ ଭିଡିଓ…
Read More...

ଭୁବନେଶ୍ୱର ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ,୧୬/୧ : ଭୁବନେଶ୍ୱର ପ୍ରେସଛକରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଅଭିଯୁକ୍ତ ହେଲେ ସତ୍ୟ ଓ କାହ୍ନା। ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି । ଅଭିଯୁକ୍ତ ଜଣକ ଏକ ବାଇକ୍‍ ସୋ’ ରୁମରେ କାମ କରୁଥିଲେ…
Read More...

ପୌର ନିର୍ବାଚନ ଅଧ୍ୟକ୍ଷ ତାଲିକା ପ୍ରକାଶ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପୌର ନିର୍ବାଚନ ନେଇ ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ ଆସନ ଅଣସଂରକ୍ଷିତ,…
Read More...

୧୭ ରୁ ଏମସ୍ ଓପିଡି ବନ୍ଦ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସର ଓପିଡି ଆସନ୍ତା ୧୭ରୁ ବନ୍ଦ ହେବା ନେଇ ଘୋଷଣା ହୋଇଛି। ଏମ୍‌ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁରହିବ। ଏ ନେଇ ଭୁବନେଶ୍ୱର ଏମ୍‌ସ…
Read More...

ଜାନୁୟାରୀ ୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୪।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହେବ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଜାନୁୟାରୀ…
Read More...

ଟାଟା ଷ୍ଟିଲ ପକ୍ଷରୁ କୋଭିଡକେୟାର ସେଣ୍ଟର

ଢେଙ୍କାନାଳ ,୧୪।୧ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ କୋଭିଡ୍‌-୧୯ର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ କାରଖାନା ପରିସରରେ ୩୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ସ୍ବତନ୍ତ୍ର କୋଭିଡ୍‌ ପାରାମେଡିକ୍ସ, ସଫେଇ କର୍ମଚାରୀ,…
Read More...

ଏଥର ଫିକା ପଡିଲା ମକର

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ ଏଥର ଫିକା ପଡ଼ିଛି ମକର ଉତ୍ସବ। କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି କରାଯାଇଛି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।…
Read More...