banner
Breaking

ପୌର ନିର୍ବାଚନ ଅଧ୍ୟକ୍ଷ ତାଲିକା ପ୍ରକାଶ

0

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପୌର ନିର୍ବାଚନ ନେଇ ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ ଆସନ ଅଣସଂରକ୍ଷିତ, ଏସ୍‌ସିଙ୍କ ପାଇଁ ୮ ଓ ଏସଟି ପାଇଁ ୩ ଆସନ ସଂରକ୍ଷିତ ରହିଛି । ସେହିପରି ଏସ୍‌ସି ମହିଳାଙ୍କ ପାଇଁ ୯, ଏସ୍‌ଟି ମହିଳାଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ରାଜ୍ୟର ୧୧୦ ମ୍ୟୁନିସିପାଲିଟି ଓ ଏନ୍‌ଏସି ମଧ୍ୟରୁ ୩ରେ ନିର୍ବାଚନ ବନ୍ଦ ହୋଇଛି । ତେବେ ୧୫ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.