banner
Breaking

ରାଜ୍ୟରେ ଆଜି ପୁଣି ୧୦,୩୬୮ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଦୈନିକ ଦଶ ହଜାରରୁ ଖସୁନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୩୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬,୦୧୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୪,୩୫୩ ଲୋକାଲ କେସ୍‌ ରହିଛି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ୧,୦୯୦ଜଣ…
Read More...

ଦେଶ ବିରୋଧୀ ଖବର ପ୍ରସାରଣ କଲେ ବନ୍ଦ ହେବ ଚାନେଲ

ନୂଆଦିଲ୍ଲୀ,୨୦ ।୧: ଦେଶ ବିରୋଧି ଖବର ପ୍ରଚାର ପ୍ରସାର କରୁଥିବା ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟକୁ ବନ୍ଦ କରିବା ପରେ ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଦେଶ ବିରୋଧି ଖବର ପ୍ରସାରଣ କଲେ ଲଗାତାର ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ ଖବରଦାତା…
Read More...

ଛାତି ଏକ୍ସରେ ଦ୍ବାରା ଚିହ୍ନଟ ହେବ କରୋନା

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ନିର୍ଭୁଲ ବୋଲି…
Read More...

ରେଲୱେ ଷ୍ଟେସନରେ କିପରି ମାଗଣାରେ ବ୍ୟବହାର କରିବେ ଇଣ୍ଟରନେଟ

ନୂଆଦିଲ୍ଳୀ ୧୯।୦୧ : ଇଣ୍ଟରନେଟ୍ ବର୍ତ୍ତମାନ ଆମର ଜୀବନଶ ଶୈଳୀର ଏକ ଅଂଶ ପାଲଟି ଯାଇଛି । ଇଣ୍ଟରନେଟ୍ ବିନା ଦିନ ଗୁଡିକ ଅସମ୍ପୂର୍ଣ୍ଣ ମନେ ହୁଏ । ଆମର ଏପରି ଅନେକ କାର୍ଯ୍ୟ ରହିଥାଏ ଯେଉଁଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକ ପଡିଥାଏ । ସାଧାରଣତଃ ସମସ୍ତେ ଜାଣିଛନ୍ତି ଭାରତୀୟ ରେଳ ଷ୍ଟେସନରେ…
Read More...

ସ୍ଥାନାନ୍ତର ହେଲା ୧ ନମ୍ବର ହାଟ

ଭୁବନେଶ୍ୱର : ୟୁନିଟ୍ ୧ ହାଟକୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ହାଟ ଭିତରେ କୋଭିଡ଼ ନିୟମ ସଠିକ୍ ଭାବେ ପାଳନ ହେଉ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । କୋଭିଡ଼ ଗାଇଡଲାଇନ୍ ଅନୁସାରେ ଦୋକାନ ଦୋକାନ ମଧ୍ୟରେ ୮ ଫୁଟ ଦୂରତା , ମାସ୍କ ଓ ସାନିଟାଇଜର…
Read More...

ରାଜ୍ୟରେ ଆଜି ୧୧୬୦୭ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ବୁଧବାର ରାଜ୍ୟରେ ୧୧୬୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୧ ଜଣ ପିଲା ଅଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୭୨୮ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୮୭୯…
Read More...

ଆଉ ଦୁଇଦିନ ପ୍ରବଳ ଶୀତ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଶୀତରେ ଥରୁଛି ଓଡ଼ିଶା । ରାଜ୍ୟରେ ରାତି ତାପମାତ୍ରାରେ ଆଗାମୀ ୨ ଦିନ ଯାଏ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମାତ୍ର ପରବର୍ତ୍ତୀ ୩ ଦିନ ରାତି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ…
Read More...

ଖରାଛୁଟିରେ ପଢିବେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଏଥର ଖରାଛୁଟିରେ ଛାତ୍ରୀଛାତ୍ରଙ୍କର ଡାଉଟ୍‌ କ୍ଲିୟର (ସଂଶୟ ଦୂର) କ୍ଲାସ୍‌ କରାଯିବ। କରୋନା ସ୍ଥିତିରେ ସୁଧାର ଆସିଥିଲେ ଅଫ୍‌ଲାଇନ୍‌ ନଚେତ୍‌ ଅନ୍‌ଲାଇନ୍‌ରେ ଡାଉଟ୍‌ କ୍ଲିୟର ନେଇ ସ୍ଵତନ୍ତ୍ର କ୍ଲାସ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି।…
Read More...

ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରି ଦୁଇ ନିଲମ୍ବିତ

ଭୁବନେଶ୍ୱର,୧୯।୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ମା’ ତାରିଣୀ କଲେଜ ଅଧ୍ୟକ୍ଷ ବିକାଶ ଦାଶ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝିଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ଅଧ୍ୟକ୍ଷ ଦାଶଙ୍କ ବିରୋଧରେ ମାର୍ଶାଘାଇ ଥାନାରେ ମଧ୍ୟ ମାମଲା…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ

ପାର୍ଲ,୧୯/୧(ବ୍ୟୁରୋ): ସଂଘର୍ଷପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାର ସମାପ୍ତି ପରେ ବୁଧବାରଠାରୁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ବୋଲାଣ୍ଡ ପାର୍କରେ ଖେଳାଯିବ। ଟେଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକାର ବୋଲର ଦଳକୁ ଜିତାଇଥିଲେ। ପ୍ରଥମ ଟେଷ୍ଟରେ…
Read More...