banner
Breaking

ସ୍ଥାନାନ୍ତର ହେଲା ୧ ନମ୍ବର ହାଟ

0

ଭୁବନେଶ୍ୱର : ୟୁନିଟ୍ ୧ ହାଟକୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ହାଟ ଭିତରେ କୋଭିଡ଼ ନିୟମ ସଠିକ୍ ଭାବେ ପାଳନ ହେଉ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । କୋଭିଡ଼ ଗାଇଡଲାଇନ୍ ଅନୁସାରେ ଦୋକାନ ଦୋକାନ ମଧ୍ୟରେ ୮ ଫୁଟ ଦୂରତା , ମାସ୍କ ଓ ସାନିଟାଇଜର ଆଦି ବ୍ୟବହାର ପାଇଁ ନିୟମ ରହିଛି । ଯେହେତୁ ହାଟ ଭିତରେ କୋଭିଡ଼ ନିୟମ ସଠିକ ଭାବେ ପାଳନ ହୋଇନଥିଲା ତେଣୁ ଏକ ନମ୍ବର ହାଟକୁ ସ୍ଥାନାନ୍ତର କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.