banner
Breaking

ତୃତୀୟ ମ୍ୟାଚରେ ହାରିଲା ଭାରତ

କେପ୍‌ ଟାଉନ,୨୩।୧: ତୃତୀୟ ରୋମାଞ୍ଚକର ମ୍ୟାଚରେ ହାରିଲା ଭାରତ। ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କ୍ୟାପଟେନ ଲୋକେଶ ରାହୁଲ (୯)ଙ୍କ ଉଇକେଟ ହରାଇଥିଲା। ଏହାପରେ ଶିଖର ଧାଓ୍ବନ (୬୧ ରନ୍‌, ୫ ଚୌକା ଓ ୧ ଛକା) ଓ ବିରାଟ କୋହଲି (୬୫ ରନ୍‌, ୫ ଚୌକା) ଦ୍ୱିତୀୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣଙ୍କର କର୍ମତପତ୍ରତା, ବନ୍ଧୁମିଳନ, ଦୂରଯାତ୍ରା, ଅର୍ଥ ସଂଗ୍ରହଜନିତ ସମୟ ଅତିବାହିତ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହାୟତାରେ ନୂଆ ଯୋଜନା ଆରମ୍ଭକୁ ମନ ବଳାଇବେ। ରାସ୍ତାକାମ, ଘର ତିଆରି କିମ୍ବା ଯାନବାହନ, କଳକବ୍‌ଜା…
Read More...

ଇଣ୍ଡିଆ ଗେଟରେ ନେତାଜୀଙ୍କ ହେଲୋଗ୍ରାମ ପ୍ରତିମା ଉନ୍ମୋଚିତ

ନୂଆଦିଲ୍ଲୀ,୨୩/୧: ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ। ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ ହୋଇଛି। ନେତାଜୀଙ୍କ ଗ୍ରାନାଇଟ ନିର୍ମିତ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା…
Read More...

ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା

ଭୁବନେଶ୍ବର,୨୩/୧: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ଆଶାୟୀ ପ୍ରାର୍ଥୀ ଦାଖଲ କରିଥିବା ନାମାଙ୍କନପତ୍ରଗୁଡ଼ିକ ଯାଞ୍ଚ ପରେ ଆଜି ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ଆଗାମୀ…
Read More...

ଟିକା ନେବାର ତିନି ଘଣ୍ଟା ପରେ ବୃଦ୍ଧାଙ୍କ ମୃତ୍ୟୁ

ନୟାଗଡ଼ ,୨୩।୧: କରୋନା ଟିକା ନେବାର ୩ଘଣ୍ଟା ପରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଗୋତିସାହି ପଞ୍ଚାୟତ ଗମ୍ଭାରିଡିହି ଗାଁର ମାଟିଆଣି ଦେଇ (୭୫)। ମାଟିଆଣି ଗୋତିସାହି ପଞ୍ଚାୟତ କାର୍ଯ୍ୟାଳୟରେ କରୋନାର ପ୍ରଥମ ଡୋଜ୍‌ ଟିକା ନେଇଥିେ। ଟିକାନେବା…
Read More...

ଆଜିଠାରୁ ପାଳିତ ହେବ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ, ୨୩ ।୧: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ନେଇ କେନ୍ଦ୍ର ସରକାର ୨ଟି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏବେ ସାଧାରଣତନ୍ତ୍ର ଦିବସ ସମାରୋହ ୨୪ ଜାନୁୟାରୀ ପରିବତ୍ତେ ୨୩ ଜାନୁୟାରୀରୁ ପାଳନ କରାଯିବ । ୨୩ ଜାନୁୟାରୀ ନେତାଜି ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତି । ଏହାସହ ଏହି…
Read More...

ଅଖିଳେଶ ଲଢିବେ ବିଧାନସଭା ନିର୍ବାଚନ

ଲକ୍ଷ୍ନୌ,୨୩।୧: ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ ଜିଲାର କର୍‌ହାଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ। ଉକ୍ତ ଆସନରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ରାଜ୍ୟ ସଭା…
Read More...

ସିଏମସି ପକ୍ଷରୁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି

କଟକ ,୨୩ା୧: ସହରରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଏବେ ବି ଅନେକ ଆକ୍ରାନ୍ତ ରହିଛନ୍ତି । କୋଭିଡ୍‌ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ସହାୟତା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ୬ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସେଗୁଡିକ ହେଲା ୧୮୦୦୩୪୫୮୨୮୯,…
Read More...

ରିଲାଏନ୍ସ ଆଣିଲା ଇଲୋକଟ୍ରୋନିକ୍ସ ଉପରେ ବଡ ଅଫର

ଭୁବନେଶ୍ୱର,୨୩|୧: ଚଳିତ ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଦେଶର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍ସ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ଡିଜିଟାଲ ଇଣ୍ଡିଆ ସେଲ୍‌ ଭାବେ ମଧ୍ୟ ପରିଚିତ। ରିଲାଏନ୍ସ ଡିଜିଟାଲ୍‌ ଷ୍ଟୋର, ମାଇଁ ଜିଓ ଷ୍ଟୋର…
Read More...

ଆଇପିଏଲ ନିଲାମରେ ଓଡ଼ିଶାର ୫ ଖେଳାଳି

ଭୁବନେଶ୍ୱର, ୨୩ା୧ ( ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି। ଏହି ଖେଳାଳିମାନେ ସୟଦ ମୁସ୍ତାକ ଅଲି ଓ ବିଜୟ ହଜାରେ…
Read More...