banner
Breaking

ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର, ୨୫।୧: କୋଭିଡ୍‌ କଟକଣା ମଧ୍ୟରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଏଥି ପାଇଁ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏସ୍‌ଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ୟକ୍ତିଗତ ଭାବେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ…
Read More...

ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପାଇଁ ପୁନଃ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୫/୧ : ପ୍ରାର୍ଥିପତ୍ର ଦାଖଲ ପାଇଁ ପୁନଃ ବିଜ୍ଞପ୍ତି ଜାରି । ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ…
Read More...

ସାଇବର ଠକେଇ ପାଇଁ ଡିସିପିଙ୍କ ବାର୍ତ୍ତା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାଇବର ଲୁଟେରା ଫୁଲ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଠକେଇ ଅଧିକ ହୋଇଛି। ତେଣୁ କାହା କଥାରେ ପଡ଼ି କୌଣସି ମୋବାଇଲ ଆପ ଡାଉନ୍‌ଲୋଡ କରନ୍ତୁ ନାହିଁ। ଯେକୌଣସି ଆପ ଡାଉନ୍‌ଲୋଡ କରିବା ପୂର୍ବରୁ ସତର୍କ…
Read More...

ଓଡିଶାରୁ ୨୨ଜଣ ପୋଲିସ ପୁରସ୍କୃତ ହେବେ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ। ଏଥି ମଧ୍ୟରୁ ଓଡ଼ିଶାରୁ ୨୨ଜଣ ପୋଲିସ ମନୋନୀତ ହୋଇଛନ୍ତି। ୧୧ ଜଣ ଉତ୍କୃଷ୍ଟ ସେବା, ୯ ଜଣଙ୍କୁ ସାହାସିକତା ପାଇଁ ମନୋନୀତ କରାଯିବା ବେଳେ ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ରାଷ୍ଟ୍ରପତି ପଦକ ଲାଗି…
Read More...

ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଜିଲାଗୁଡ଼ିକରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।…
Read More...

ରାଜ୍ୟରେ କମୁଛି କରୋନା ସ°କ୍ରମଣ, ଆଜି ୫୮୯୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୪୧୩ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨୪୭୮ ଲୋକାଲ କେସ୍‌ ଓ ୮୫୨ଜଣ ପିଲା ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
Read More...

ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ,୨୫/୧: କରୋନା ପ୍ରସଙ୍ଗକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା ହେବା ନେଇ…
Read More...

ଭାରତରେ ଚିହ୍ନଟ ହେଲେ ନୂଆ ଭାରିଆଣ୍ଟ ଆକ୍ରାନ୍ତ, ବଢିଲା ଚିନ୍ତା

ଇନ୍ଦୋର,୨୫/୧(ବ୍ୟୁରୋ): ମଧ୍ୟପ୍ରଦେଶର ଇନ୍ଦୋରରେ ଡରାଇଲାଣି ଓମିକ୍ରନର ନୂଆ ଭାରିଆଣ୍ଟ । ୬ ଶିଶୁଙ୍କ ସହ ୧୨ଜଣଙ୍କ ଠାରେ ଚିହ୍ନଟ ହୋଇଛି ନୂଆ ଭୂତାଣୁ । ଓମିକ୍ରନ୍ ସହିତ ଏହାର ସବ୍ ଭାରିଆଣ୍ଟ BA.1  ଏବଂ BA.2  ମାମଲା ସାମ୍ନାକୁ ଆସିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଭୂତାଣୁ ପିଲାଙ୍କୁ…
Read More...

କରୋନା ପଜିଟିଭ ହେଲେ କଣ କରିବେ, ସଚେତନ କଲା ବିଏମସି

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ରିପୋର୍ଟ କୋଭିଡ୍‌ ପଜିଟିଭ୍‌ ଆସିଲେ ହଠାତ୍‌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୨୯ ଏବଂ ୧୦୪ କୁ ଫୋନ୍‌ କରି ନିଜର ସ୍ଥିତି, ଯନତ୍ ସମ୍ପର୍କରେ ପଚାରି ବୁଝନ୍ତୁ। ପରାମର୍ଶ ଅନୁଯାୟୀ ଆବଶ୍ୟକ…
Read More...

ଓଡିଶା ଗୋଷ୍ଠୀ ସ°କ୍ରମଣ ଆଡକୁ ମୁହଁ।ଉଛି

ଭୁବନେଶ୍ୱର, ୨୫।୧(ବ୍ୟୁରୋ):  ବିଭିନ୍ନ ରାଜ୍ୟରୁ ମିଳିଥିବାରୁ ତଥ୍ୟ ଅନୁସାରେ ଦେଶରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା କେନ୍ଦ୍ର ସରକାର କହିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ନେଇ ପ୍ରତିକ୍ରିୟା ରଖିଛି। ସୋମବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ…
Read More...