banner
Breaking

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୨୫ଟି ଭେଣ୍ଡିଙ୍ଗ ଜୋନ୍

ଭୁବନେଶ୍ୱର,୯।୮(ବ୍ୟୁରୋ):ଖୁବ୍‌ଶୀଘ୍ର ସହରରେ ଆଉ ୨୫ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ କରିବାକୁ ଯୋଜନା କରୁଛି ବିଏମ୍‌ସି। ତେବେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା) ଯୋଜନାରେ ଏହା ନିର୍ମାଣ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ଫିକି ମହିଳା ଶାଖା ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ

ଭୁବନେଶ୍ବର: ହସ୍ତତନ୍ତ ସାମଗ୍ରୀ ଫିକି ମହିଳା ଶାଖା ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ପଞ୍ଜାବର ଲୁଧିଆନାରେ ଥିବା ପାଭିଲିଅନ ମଲ୍‌ରେ ଓଡ଼ିଶା ବୁଣାକାରଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି ପାଇଁ ସ୍ଵତନ୍ତ୍ର କଳିଙ୍ଗରୂପ ସୋ ରୁମ୍ ଖୋଲାଯାଇଛି। ପରିଚୟ ସହଯୋଗରେ ଖୋଲିଥିବା ଏହି…
Read More...

ବନ୍ଧୁତ୍ବ ଦିବସକୁ ନିଆରା ଭାବେ ପାଳିଲା ଯାଯାବର ସଂଗଠନ

ଭୁବନେଶ୍ବର: ସ୍ବଚ୍ଛତାର ବାର୍ତ୍ତା ଦେଇ ବନ୍ଧୁତ୍ୱ ଦିବସକୁ ନିଆରା ଭାବେ ପାଳିଲା ଯାଯାବର । ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସାମ୍ବାଦିକ ଭାଇ ଭଉଣୀ ।ଭୁବନେଶ୍ୱର ଖଣ୍ଡଗିରି ବସଷ୍ଟାଣ୍ଡ ପରିସରକୁ ସଫା କରିଛନ୍ତି। ଏହା ସହ ରାସ୍ତା କଡରେ ବୃକ୍ଷରୋପଣ ମଧ୍ୟ କରିଥିଲେ।ଯାଯାବର…
Read More...

ଗୋଟିଏ ମଞ୍ଚରେ ଶାହା ଓ ନବୀନ

କଟକ,୮।୮: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଏକ ଦୈନିକ ଖବରକାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଅବିବାହିତ ମହିଳା ଗର୍ଭପାତ ସପକ୍ଷରେ ବିଚାର

ନୂଆଦିଲ୍ଲୀ : ଗର୍ଭପାତ ଆଇନ କ୍ଷେତ୍ରରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ବାଛବିଚାର କରାଯିବା ଉଚିତ୍ ନୁହେଁ। ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ (ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ)ରୁ ବାଦ୍ ଦିଆଯିବା ଦ୍ବାରା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ…
Read More...

+୨ କଳା ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର,୮।୮(ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଯୁକ୍ତ ୨ କଳାରେ ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି । ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ ।…
Read More...

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିଚୟପତ୍ର ବଣ୍ଟନ

ଭୂବନେଶ୍ୱର: ସତ୍ୟନଗର ଲେଡିସ୍ ଫୋରମ୍ ତରଫରୁ ସ୍ଥାନୀୟ ରୟାଲ ଲାଗୁନ ଆପାର୍ଟମେଣ୍ଟରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସତ୍ୟନଗର ଲେଡିସ୍ ଫୋରମର ସଦସ୍ୟା ଶୋଭେଦିତା ରୟ, ଦାଭିନ୍ଦର କୈର, କାଜଲ ମହାପାତ୍ର ଓ…
Read More...

ବଢିଲା ଗୃହରକ୍ଷୀଙ୍କ ଭତ୍ତା

ଭୁବନେଶ୍ୱର,୭।୮(ବ୍ୟୁରୋ):ରାଜ୍ୟସରକାର ଗୃହରକ୍ଷୀଙ୍କ ଡ୍ୟୁଟି କଲ ଅପ୍‌ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଏହା ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଟି ୨୦ ସିରିଜ କବଜା କଲା ଭାରତ

ଲଡରହିଲ୍‌, ୭ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫୯ ରନରେ ବିଜୟ ଲାଭ କରିଛି। ଏଥିସହିତ ଭ୍ରମଣକାରୀ ଦଳ ୩-୧ରେ ଅଗ୍ରଣୀ ସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ଏହି ମ୍ୟାଚରେ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ…
Read More...

ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ : ଏନଡିଏ ପ୍ରାଥୀ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଧନଖଡ଼। ଜଗଦୀପ ଧନଖଡ଼ଙ୍କୁ ୫୨୮ଖଣ୍ଡ ଭୋଟ ମିଳିଛି। ସେହିପରି ମାର୍ଗେରେଟ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି।…
Read More...