banner
Breaking
Yearly Archives

2023

ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକମାନଙ୍କ ଆସ୍ଥା ଓ ସମର୍ଥନରେ ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଛି। ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ନୀତି ପାଇଁ ଆମ ସରକାର ଉପରେ ଓଡ଼ିଶାବାସୀ ଲଗାତର ଭରସା କରିଛନ୍ତି। ୨୦୦୦ରେ ଶାସନ ଭାର ନେବା ବେଳକୁ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା।…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁର , ଆଉ ଲଢିବେନି ନିର୍ବାଚନ

ଭୁବନେଶ୍ୱର : ଜଟଣୀ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି। ସୁର କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋତେ ୮୦ ବର୍ଷ ହେଲାଣି। ଏଣିକି ମୋ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟ୍‌ରେ ଜଟଣୀରୁ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସହ ସୌଜନ୍ୟମୂଳକ…
Read More...

ଗୋପବନ୍ଧୁ ଥିଲେ ଯୁଗପୁରୁଷ, ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍‌ ହେବ – ମୁଖ୍ୟମନ୍ତ୍ରୀ

ପୁରୀ : ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ…
Read More...

ଏମ୍‌ସ ଭୁବନେଶ୍ୱରରେ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମକୁ ତ୍ବରିତ କରିବା ଉଦ୍ଦେଶ୍ୟରେ ଆଜି ଏମ୍‌ସ ଭୁବନେଶ୍ୱର ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…
Read More...

ଏଏମଡି ସଚେତନତା ମାସ: ବୟସ୍କ ଲୋକଙ୍କ ରେଟିନା ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ୫ ଟି ମନେ ରଖିବା କଥା

ଭୁବନେଶ୍ବର : ଏଏମଡି ରୋଗର ବିଶେଷତା ହେଲା ମେକ୍ୟୁଲରରେ (ଟିସ୍ୟୁ) ନଷ୍ଟ ହେବା ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ପଷ୍ଟ କିମ୍ବା ଧୂଆଁଳିୟା କେନ୍ଦ୍ରୀୟ ଦୃଷ୍ଟିଶକ୍ତି । ଏକ ବ୍ୟାପକ ଚକ୍ଷୁ ପରୀକ୍ଷା ମାଧ୍ୟମରେ ଆପଣଙ୍କର ଚକ୍ଷୁ ଡାକ୍ତର ଚିହ୍ନି ପାରିବେ ଏବଂ ଏହାର ପ୍ରଗତିକୁ ମନ୍ଥର କରିବା ପାଇଁ…
Read More...

ଯୁବତୀଙ୍କ ବିବାହ ବୟସ ସୀମା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଯୁବତୀଙ୍କ ବିବାହ ପାଇଁ ବୟସ ସୀମା ସମ୍ବିଧାନରେ ନିର୍ଦ୍ଧାରିତ ହୋଇଛି। ଏହାର ପରିବର୍ତ୍ତନ କେବଳ ପାର୍ଲାମେଣ୍ଟରେ ହୋଇପାରିବ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ.…
Read More...

ଆଜି ସରଗରମ ହେବ ବିଧାନସଭା

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏ ଚାଲିବ। ପ୍ରଥମ ଦିବସର ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ…
Read More...

ଅଧ୍ୟାପକଙ୍କ ଅହୋରାତ୍ର ଧାରଣା

ଭୁବନେଶ୍ୱର :ସମାନ ଗ୍ରେଡ୍‌ ପେ’ ଆଧାରରେ ସମାନ ଦରମା ବୃଦ୍ଧି, ସମସ୍ତଙ୍କୁ ପେନସନ ଓ ଗ୍ରାଚ୍ୟୁଇଟି ପ୍ରଦାନ ଭଳି ୪ ଦଫା ଦାବି ନେଇ ସୋମବାର ପୁଣିଥରେ ମହାସମାବେଶ କରିଛନ୍ତି ଅଧ୍ୟାପକ ଓ କର୍ମଚାରୀ। ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଅହୋରାତ୍ର ଧାରଣାର…
Read More...

ସେମିଫାଇନାଲରେ ଭାରତୀୟ ମହିଳା ଟିମ୍

ଦକ୍ଷିଣ ଆଫ୍ରିକା : ଚଳିତ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ମ୍ୟାଚରେ ଭାରତ ଡକ୍‌ଓ୍ବର୍ଥ ଲୁଇସ ନିୟମରେ ଆୟର୍ଲାଣ୍ଡକୁ ୫ ରନରେ ପରାସ୍ତ କରିଛି। ଏଥିସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ…
Read More...

ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ଏହାପୂର୍ବରୁ ସୋମବାର ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ତେବେ ବଜେଟ ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେନେଇ ବୈଠକରେ ବିସ୍ତୁତ ଭାବରେ ଆଲୋଚନା ହୋଇଛି। ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,…
Read More...