ବେନାମୀ ଖାଦ୍ୟସାମଗ୍ରୀ ବିକ୍ରି ଉପରେ ହେବ ଚଢ଼ାଉ
ଭୁବନେଶ୍ୱର : ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ ବିକ୍ରି ହେଉଛି। ଖାଦ୍ୟ ପ୍ୟାକେଟରେ ପ୍ରସ୍ତୁତ ଓ ବୈଧ ତାରିଖ ରହୁନି । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଣପଞ୍ଜିକୃତ ସଂସ୍ଥା ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବିଏମ୍ସି, ସିଏମ୍ସି, ସ୍ବାସ୍ଥ୍ୟ…
Read More...
Read More...