ଭୁବନେଶ୍ୱର : ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ଗଡିଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍’। ହାଓ୍ବଡ଼ା ଷ୍ଟେଶନରୁ ସକାଳୁ ବାହାରି ଭୁବନେଶ୍ୱର ହୋଇ ପୁରୀରେ ପହଞ୍ଚି ଥିଲା। ସେଠାରେ କିଛି ସମୟ ରହଣି ପରେ ପୁଣି ବାହାରି ହାଓ୍ବଡା ଠାରେ ରାତି ୮,୩୫ ରେ ପହଞ୍ଚିବ। ଏହି ବନ୍ଦେ ଭାରତ ଟ୍ରେନ୍ରେ ୧୬ଟି ବଗି ସଂଯୋଗ କରାଯାଇଥିଲା।

Breaking
ଚଳିତ ପାର୍ବଣ ଋତୁରେ ଉପହାର ଦିଅନ୍ତୁ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏକ ପରମ୍ପରା ‘ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ’ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛି