banner
Breaking

ନେପାଳରେ ଭୂକମ୍ପ

0

କାଠମାଣ୍ଡୁ : ନେପାଳର ବାଜୁରା, ଦାହାକୋଟରେ ଗୁରୁବାର ରାତିରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି କହିଛି ଯେ, ଦୁଇ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଦୁଇ ଭୂକମ୍ପର ତୀବ୍ରତା ଯଥାକ୍ରମେ ୪.୮ ଏବଂ ଏବଂ ୫.୯ ଥିଲା। ଏପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।
ନେପାଳର ସୁରଖେଟ ଜିଲା ଭୂକମ୍ପ କେନ୍ଦ୍ରର ଅଧିକାରୀ ରାଜେଶ ଶର୍ମା କହିଛନ୍ତି, ପ୍ରଥମ ଭୂକମ୍ପ ୧୧.୫୮ (ସ୍ଥାନୀୟ ସମୟ)ରେ ରିକ୍ଟର ସ୍କେଲରେ ୪.୯ ହୋଇଥିବାବେଳେ ଦ୍ୱିତୀୟ ଥର କମ୍ପନ ୧.୩୦ରେ ରିକ୍ଟର ସ୍କେଲରେ ୫.୯  ଅନୁଭୂତ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.