banner
Breaking
Monthly Archives

March 2023

ଏକ୍ସନମୋବିଲର ନେକ୍ସଟ ଜେନେରେସନ ମୋବିଲ୍ ୧ଇଞ୍ଜିନ ଅଏଲ୍ ଚାମ୍ପିୟନସିପ ବିଜେତା କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ

ଏକ୍ସନମୋବିଲ୍ ଆଜି ଏହାର ଅଲ୍ଟିମେଟ୍ ଫୁଲ୍ ସିନ୍ଥେଟିକ୍ ଇଞ୍ଜିନ୍ ଅଏଲ୍ ମୋବିଲ୍ ୧ ଟ୍ରିପଲ୍ ଆକ୍ସନ ପାୱାର + ର ଶୁଭାରମ୍ଭ କରିଛି । ଏହାକୁ ସ୍ୱତନ୍ତ୍ର ଭାବରେ କାର ମାଲିକ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ସହାୟତାରେ ସେମାନେ ସେମାନଙ୍କର ଗାଡ଼ିର କ୍ଷମତାକୁ ବୃଦ୍ଧି କରିପାରିବେ ଓ ଏହା…
Read More...

ରୁଷିଆ ୟୁକ୍ରେନ ଯୁଦ୍ଧ ଗୋଟିଏ ଦିନରେ ଶେଷ ହୋଇଥାନ୍ତା: ଟ୍ରମ୍ପ

ଓ୍ବାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ କ୍ଷମତାରେ ଥାଆନ୍ତେ, ତେବେ ଗୋଟିଏ ଦିନରେ ଏହି ଯୁଦ୍ଧ ଶେଷ କରିଥାନ୍ତେ। ଏଥିପାଇଁ ସେ ଏକ ଚୁକ୍ତି କରିଥାନ୍ତେ ବୋଲି…
Read More...

ଆଇସିସି ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତ

ଅହମ୍ମଦାବାଦ୍‌ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ଲଗାତର ଦ୍ୱିତୀୟ ଥର ପାଇଁ ଭାରତ ଏହି ଉପଲବ୍ଧି ହାସଲ କରିଛି। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଭାରତର ସ୍ଥାନ ନିଶ୍ଚିତ ହୋଇଛି। ଅଷ୍ଟ୍ରେଲିଆ ଫାଇନାଲରେ…
Read More...

ପୂର୍ବତନ ପ୍ରାଧ୍ୟାପକ ବିଜୟ କୁମାର ସାହୁଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡ଼ା : ଆଳି ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ କରିବାରେ ସେ ନେଇଥିଲେ ଅଗ୍ରଣୀ ଭୂମିକା। ଶିକ୍ଷାର ପ୍ରସାର ପାଇଁ ସେ ସଦାସର୍ବଦା ତତ୍ପର ଥିଲେ। ଗରୀବ ମେଧାବୀ ବିଦ୍ୟାର୍ଥୀ ଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଥିଲେ ଜଣେ ସମର୍ଥ…
Read More...

ପୁଣି ବଢିଲା କରୋନା

ନୂଆଦିଲ୍ଲୀ : ଭାରତରେ ରବିବାର ୫୨୪ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୧୧୩ ଦିନ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ସଂକ୍ରମଣ ସହ ସକ୍ରିୟ ମାମଲା ସଂଖ୍ୟା ୩,୬୧୮ରେ ପହଞ୍ଚତ୍ଛି। ଶନିବାର ସକାଳ ସୁଦ୍ଧା ସକ୍ରିୟ…
Read More...

ଟେଷ୍ଟ କ୍ରିକେଟରେ ବିରାଟଙ୍କ ୭୫ ତମ ଶତକ

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତର ବ୍ୟାଟିଂ ଜାରି ରହିଛି। ରବିବାର…
Read More...

ବଦଳିବ ଆପାର୍ଟମେଣ୍ଟ ଅଧିନିୟମ, ମାଲିକାନା ଦ୍ବନ୍ଦ ଦୂର ହେବ

ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୧୯୯୨ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏଥିରେ ଅନେକ ତ୍ରୁଟିବିଚ୍ୟୁତି ଥିବାରୁ ରାଜ୍ୟ ସରକାର ଏଥିପାଇଁ ନୂଆ ଆଇନ ଆଣିବେ। ନୂତନ ଆଇନ କାର୍ଯ୍ୟକାରୀ ହେଲେ ବ୍ୟକ୍ତିଗତ ଆପାର୍ଟମେଣ୍ଟ…
Read More...

ବୈଷୟିକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର,୧୦ା୩(ଓଡ଼ିଆ ନ୍ୟୁଜ): ଓକେସିଏଲ୍ ପକ୍ଷରୁ ବୈଷୟିକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ଚିନ୍ତାମଣିଶ୍ୱର ମନ୍ଦିର ପ୍ରାଗଣରେ ଅନୁଷ୍ଠିତ ହୋଇଯାଇଛି । ଓକେସିଏଲ୍‌ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଦେବାଶିଷ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ…
Read More...

ଲେଡି ପ୍ରୋଟେକ୍ଟ ଟିମ୍‌ର ନବମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍‌ର ନବମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ସ୍ଥିତ ଦୁର୍ଗା ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଟିମ୍‌ର ସଭାପତି ରମାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ…
Read More...

ବିଜନେସ୍ ଆଣ୍ଡ ଫ୍ୟାଶନ ମାଗାଜିନ୍ ପକ୍ଷରୁ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ

ଭୁବନେଶ୍ବର: ବିଜନେସ ଆଣ୍ଡ ଫ୍ୟାଶନ ମାଗାଜିନ୍ ପକ୍ଷରୁ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ ଦି ମିଡିଲଟୋନ ଓପିଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ। ଏଥିରୁ ୧୦ ପ୍ରତିଯୋଗୀ ଗ୍ରାଣ୍ଡ ଫାଇନାଲ ପାଇଁ ଚୟନ…
Read More...