banner
Breaking
Monthly Archives

January 2023

ଆଜିଠାରୁ ପୁଣି ଟିକାକରଣ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ଗୁରୁବାରଠାରୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ରାଜ୍ୟର ସମସ୍ତ ଜିଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଟିକା ଦିଆଯିବ। ଯେଉଁମାନେ ଦ୍ୱିତୀୟ ଓ ପ୍ରିକଶନ୍‌ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି, ସେମାନେ ଏହି ଟିକା ନେଇପାରିବେ। ଏହି…
Read More...

ଏପ୍ରିଲ ୧ରୁ ହଟିବ ୧୫ ବର୍ଷର ପୁରୁଣା ଗାଡ଼ି

ନୂଆଦିଲ୍ଲୀ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଆଦେଶ ୧ ଏପ୍ରିଲ…
Read More...

ଭାରତ ବିଶ୍ଵର ଜନ ବହୁଳ ଦେଶ

ନୂଆଦିଲ୍ଲୀ : ଭାରତ ଚଳିତ ବର୍ଷ ଚାଇନାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବାକୁ ଯାଉଛି। ଏପ୍ରିଲ ୨୦୨୩ରେ ଭାରତର ଜନସଂଖ୍ୟା ୧୪୩ କୋଟିରେ ପହଞ୍ଚିବ। ଏହା ସହିତ ଚାଇନା ଜନସଂଖ୍ୟା ଦୃଷ୍ଟିରୁ ଭାରତଠାରୁ ପଛରେ ରହିବ। ଭାରତର ଜନସଂଖ୍ୟା ଅଭିବୃଦ୍ଧି ହାର ବଡ ଦେଶ ତୁଳନାରେ ବହୁ ଅଧିକ…
Read More...

ଭୁବନେଶ୍ବର ଫେରିଲା ବିଜୁଙ୍କ ଡାକୋଟା

ଭୁବନେଶ୍ବର : ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ଭିଟି-ଏୟୁଆଇ ବିମାନ ବୁଧବାର ପୂର୍ବାହ୍ନରେ ଓଡ଼ିଶାକୁ ଫେରିଛି। ଅତି ସାବଧାନତାର ସହିତ ବିମାନକୁ ସଡ଼କ ପଥରେ ଅଣାଯାଉଛି। କୋଲ୍‌କାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଆସିଛି ଡାକୋଟା।…
Read More...

ବର୍ଜ୍ୟ ପ୍ଲାଷ୍ଟିକ ମାଟିର ଉର୍ବରତା ବୃଦ୍ଧି କରିବ

ଓ୍ବାଶିଂଟନ : ବୈଜ୍ଞାନିକମାନେ ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯାହା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବାୟୋଚାରରେ ପରିଣତ କରିପାରିବ। ଏହା ମାଟିର ଉର୍ବରତା ବୃଦ୍ଧି କରିବାରେ ସହାୟକ ହେବ। ଫଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯୋଗୁ ଆଗାମୀ ସମୟରେ ପ୍ରକୃତି ପାଇଁ ବିପଦ ସୃଷ୍ଟି ହେବାର…
Read More...

ନୀଳାଦ୍ରି ବିହାର ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଭୁବନେଶ୍ୱର,୧୮ା୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସେକ୍ଟର ତିନି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଦୀନବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଓ୍ବାର୍ଡର…
Read More...

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଅନାଥ, ଦିବ୍ୟାଙ୍ଗ ଓ କୁଷ୍ଠ ଆଶ୍ରମରେ ସହାୟତା ପ୍ରଦାନ

ଭୁବନେଶ୍ୱର : ଭଗବାନଙ୍କ ସୃଷ୍ଟି ପରେ ଅନାଥ, ଦିବ୍ୟାଙ୍ଗ, ମାନସିକ ଅନଗ୍ରସରତାକୁ ସାଥୀକରି ଏକ ଅଜଣା ଆଶଙ୍କାରେ ଜୀବନ ଅତିବାହିତ କରୁଥିବା ଓ ପରିବାରକୁ ଛାଡି ବିଭିନ୍ନ ଆଶ୍ରମରେ କାଳାତିପାତ କରୁଥିବା ଅସହାୟମାନଙ୍କୁ ସହାୟତାର ହାତ ବଢେଇଛି ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ…
Read More...

ଶନି ଚଳନରେ ବିଭିନ୍ନ ରାଶି ଉପରେ ପ୍ରଭାବ

ନ୍ୟାୟର ଦେବତା ଶନି ଦେବତା ୩୦ ବର୍ଷ ପରେ ନିଜ ରାଶି ମକରରୁ କୁମ୍ଭ ରାଶିକୁ ୧୭ ଜାନୁଆରୀ ରାତ୍ରି ୮ଟା ୩ ମିନିଟ୍‌‌ରେ ପ୍ରବେଶ କରିବେ। ଶନିଙ୍କୁ କର୍ମର ଦେବତା ବୋଲି କୁହାଯାଏ। ତେଣୁ କର୍ମ ଅନୁଯାୟୀ ହିଁ ସମସ୍ତ ରାଶିକୁ ଏହାର ଫଳ ମିଳିଥାଏ। ଜାଣନ୍ତୁ .. ଶନି ଚଳନ ଦ୍ୱାରା କେଉଁ ରାଶିକୁ କିଫଳ…
Read More...

ରାଜଧାନୀରେ ଗଣ ବଳାତ୍କାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଗଣ ବଳାତ୍କାର। ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ଓ କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା ବେଳେ ଅପରାଧୀ ମାନେ ଭିଆଇଛନ୍ତି ଅପରାଧ। ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ…
Read More...

କ°ଗ୍ରେସ ଛାଡ଼ିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର : ଅସନ୍ତୋଷ ବଖାଣି କଂଗ୍ରେସ ପଦରୁ ୩ ମାସ ତଳେ ଇସ୍ତଫା ଦେଇଥିଲେ ସତ୍ୟପ୍ରକାଶ ନାୟକ । ଆଜି ମଙ୍ଗଳବାର ହାତ ଛାଡ଼ିଛନ୍ତି ସତ୍ୟପ୍ରକାଶ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସତ୍ୟ ପ୍ରକାଶ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ ସତ୍ୟପ୍ରକାଶ ଦଳର…
Read More...