banner
Breaking

ଭାରତ ବିଶ୍ଵର ଜନ ବହୁଳ ଦେଶ

0

ନୂଆଦିଲ୍ଲୀ : ଭାରତ ଚଳିତ ବର୍ଷ ଚାଇନାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବାକୁ ଯାଉଛି। ଏପ୍ରିଲ ୨୦୨୩ରେ ଭାରତର ଜନସଂଖ୍ୟା ୧୪୩ କୋଟିରେ ପହଞ୍ଚିବ। ଏହା ସହିତ ଚାଇନା ଜନସଂଖ୍ୟା ଦୃଷ୍ଟିରୁ ଭାରତଠାରୁ ପଛରେ ରହିବ। ଭାରତର ଜନସଂଖ୍ୟା ଅଭିବୃଦ୍ଧି ହାର ବଡ ଦେଶ ତୁଳନାରେ ବହୁ ଅଧିକ ରହିଛି।
ଗତ ୨୦୨୨ ବର୍ଷରେ ବିଶ୍ୱରେ ୧୩ କୋଟି ଶିଶୁ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ପ୍ରାୟ ୨.୫୦ କୋଟି ଶିଶୁ କେବଳ ଭାରତରେ ଜନ୍ମ ହୋଇଥିଲେ। ଚାଇନାରେ ଏହି ସଂଖ୍ୟା ବହୁ କମ ରହିଥିଲା।

Khansweb Solution Bhubaneswar

Leave A Reply

Your email address will not be published.