banner
Breaking
Monthly Archives

January 2023

ଆସନ୍ତା ଜାନୁୟାରୀ ୮ ରେ ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’

ଭୁବନେଶ୍ବର : ପୃଥିବୀ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି ? ଅନ୍ୟ ଗ୍ରହରୁ ଏଲିଏନ କ'ଣ ପୃଥିବୀକୁ ଆସନ୍ତି? ଉଡ଼ନ୍ତା ଥାଳିଆ ପରି କିଛି ଯାନ ଅଛି କି ? ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରୁଥିବା ବେଳେ ଏପରି ଏକ ବିଜ୍ଞାନ ଭିତ୍ତିକ କହାଣୀ ଉପରେ ଆଧାରିତ ଏକ ନୂଆ ଚଳଚ୍ଚିତ୍ର…
Read More...

୨୫ ବର୍ଷ ନିରନ୍ତର ସେବା ଯୋଗାଇ ଆସୁଅଛି ବିଜେଡି

ଭୁବନେଶ୍ୱର,୬ା୧ – ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ଦିବସ ଡମଣା ଯାତ୍ରା ପଡିଆ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ବିଜେଡି ନେତାମାନେ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ୨୫ ବର୍ଷର ନିରନ୍ତର ସେବା ଉପରେ…
Read More...

ସାଇ ପାରାଡାଇଜ ସୋସାଇଟିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ନୂଆବର୍ଷ କୁ ସ୍ୱାଗତ

ଭୁବନେଶ୍ୱର ସ୍ଥିତ କିଟ କଲେଜ ଜଗନ୍ନାଥ ମନ୍ଦିର ନିକଟସ୍ଥ ସାଇ ପାରାଡାଇଜ ୱେଲଫେୟାର ସୋସାଇଟି ରେ ଏକ ଭିନ୍ନ ତଥା ବଡ଼ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ନୂଆବର୍ଷ କୁ ସ୍ୱାଗତ ଜଣାଇଛନ୍ତି l କାର୍ଯ୍ୟକ୍ରମ ରେ ସମସ୍ତ ବର୍ଗର ଅନ୍ତେବାସୀ ଙ୍କ ସମାଗମ ମଧ୍ୟରେ ସାଂସ୍କୃତିକ…
Read More...

ରୁଷିଆ ୟୁକ୍ରେନ ଯୁଦ୍ଧ ୨ ଦିନ ବନ୍ଦ

ମସ୍କୋ : ରୁଷିଆ ଓ ୟୁକ୍ରେନ୍‌ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ପୁଟିନ୍‌ ୟୁକ୍ରେନ୍‌ ସହ ୩୬ ଘଣ୍ଟା ଆର୍ଥାତ୍‌ ୨ଦିନ ପାଇଁ ଯୁଦ୍ଧ ବିରତି ପାଇଁ ଘୋଷଣା କରିଥିବା ଜଣାପଡ଼ିଛି। ପୁଟିନ୍‌ଙ୍କ ଏହି ନିର୍ଦ୍ଦେଶ…
Read More...

ବିଜେବି କଲେଜ ରାଗି° ଘଟଣାରେ ୪ ଗିରଫ

ଭୁବନେଶ୍ୱର,୫।୧(ବ୍ୟୁରୋ): ବିଜେବି କଲେଜରେ ରାଗିଂ ଘଟଣାରେ ଗୁରୁବାର କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ସମ୍ପୃକ୍ତ ୪ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ୪ ଛାତ୍ର ହେଲେ ସାଇ ପ୍ରିୟ ରଞ୍ଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା ଓ…
Read More...

ହକି ଖେଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୫ା୧(ବ୍ୟୁରୋ): ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ହକି ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା କରିଛନ୍ତି…
Read More...

ମହିଳା ଏସଆଇ ଆକ୍ରମଣ ଘଟଣାରେ ୩ ଅଟକ

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି। ନୂଆବର୍ଷରେ ଅତ୍ୟଧିକ ମଦ୍ୟପାନ…
Read More...

ଓଡ଼ିଶାରେ ଆରମ୍ଭ ହେଲା 5G ସେବା

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରରେ ୫-ଜି ନେଟ୍‌ଓ୍ବାର୍କ ସୁବିଧା ଉପଲବ୍ଧ ହେବ।…
Read More...

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ବୋର୍ଡ ସଭାପତି ଗୁରୁବାର ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ମାଟ୍ରିକ ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଫର୍ମ ଫିଲଅପ୍‌ ହେବ। ଗତବର୍ଷ ଭଳି ଚଳିତ ବର୍ଷ…
Read More...

ସହରରେ ମାଳ ମାଳ ବୁଲା ଗୋରୁ ଚିନ୍ତାରେ ବିଏମସି

ଭୁବନେଶ୍ୱର : ବୁଲା ଗୋରୁଙ୍କୁ ନେଇ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଡିସେମ୍ବର ୩୦ ସୁଦ୍ଧା ରାଜଧାନୀ ରାସ୍ତାକୁ ଷଣ୍ଢମୁକ୍ତ କରାଯିବ ବୋଲି ମେୟର କହିଥିଲେ। ତେଣୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅଧିକାରୀଙ୍କଠାରୁ ଆରମ୍ଭ କରି ଗୋରୁ ଉଠାଇବା ପାଇଁ ନିୟୋଜିତ ସଂସ୍ଥା…
Read More...