banner
Breaking
Yearly Archives

2022

ପୌର ନିର୍ବାଚନ ଅଧ୍ୟକ୍ଷ ତାଲିକା ପ୍ରକାଶ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପୌର ନିର୍ବାଚନ ନେଇ ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ ଆସନ ଅଣସଂରକ୍ଷିତ,…
Read More...

୧୭ ରୁ ଏମସ୍ ଓପିଡି ବନ୍ଦ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସର ଓପିଡି ଆସନ୍ତା ୧୭ରୁ ବନ୍ଦ ହେବା ନେଇ ଘୋଷଣା ହୋଇଛି। ଏମ୍‌ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁରହିବ। ଏ ନେଇ ଭୁବନେଶ୍ୱର ଏମ୍‌ସ…
Read More...

ଜାନୁୟାରୀ ୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୪।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହେବ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଜାନୁୟାରୀ…
Read More...

ଟାଟା ଷ୍ଟିଲ ପକ୍ଷରୁ କୋଭିଡକେୟାର ସେଣ୍ଟର

ଢେଙ୍କାନାଳ ,୧୪।୧ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ କୋଭିଡ୍‌-୧୯ର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ କାରଖାନା ପରିସରରେ ୩୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ସ୍ବତନ୍ତ୍ର କୋଭିଡ୍‌ ପାରାମେଡିକ୍ସ, ସଫେଇ କର୍ମଚାରୀ,…
Read More...

ଏଥର ଫିକା ପଡିଲା ମକର

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ ଏଥର ଫିକା ପଡ଼ିଛି ମକର ଉତ୍ସବ। କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି କରାଯାଇଛି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।…
Read More...

ଆମେରିକା ଦୂତାବାସକୁ ରକେଟ ମାଡ

ବାଗଦାଦ,୧୪ ।୧: ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରି ରକେଟ ମାଡ କରାଯାଇଛି । ଇରାନୀ ସେନା କହିଛି, ଆମେରିକା ଦୂତାବାସ ଉପରେ ହୋଇଥିବା ରକେଟ ମାଡରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି । ତେବେ ଏହା ଏକ ଦୁର୍ଲଭ ଘଟଣା ବୋଲି କୁହାଯାଉଛି । କାରଣ ଏଥିରେ…
Read More...

ତୃତୀୟ ଲହରରେ କମ୍ ଲୋକ ଯାଉଛନ୍ତି ଡାକ୍ତରଖାନା

ଭୁବନେଶ୍ୱର, ୧୪ା୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହଁା ରହିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଖୁବ୍‌ କମ୍‌ ଦିନରେ ଆମେ ଦ୍ୱିତୀୟ ଲହରର ଶୀର୍ଷକୁ ଅତିକ୍ରମ କରିଯାଇପାରୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ସେ…
Read More...

କରୋନା ପାଇଁ ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାର କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସିରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ, କରୋନାର ସାମାନ୍ୟ ଓ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କର ରିପୋର୍ଟ ପଜିଟିଭ ଆସିବା କରେ ଅତିକମ୍‌ରେ ସାତ ଦିନ କିମ୍ବା ଲଗାତାର ଭାବେ ୩ ଦିନ ପର୍ଯ୍ୟନ୍ତ ଜ୍ୱର ନ…
Read More...

ବିଏମସି ଅଫିସରୁ ୨୨ ପଜିଟିଭ ଚିହ୍ନଟ

ଭୁବନେଶ୍ବର ୧୩।୧: ଭୁବନେଶ୍ବର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କରୋନା । ଗୋଟିଏ ଦିନରେ ଚିହ୍ନଟ ହେଲେ ୨୨ କୋଭିଡ୍ ସଂକ୍ରମିତ । ବୁଧବାର ହୋଇଥିବା ଟେଷ୍ଟିଂରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ…
Read More...

ସମସ୍ତ ହୋଡି°ରୁ ଉଠିବ ନେତା ମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ସରକାରୀ ହୋର୍ଡିଂରୁ ନେତା, ମନ୍ତ୍ରୀଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛିି । ଏଥି ସହିତ ସମସ୍ତ ସରକାରୀ ଗାଡ଼ିରୁ ମଧ୍ୟ ନେତା…
Read More...