banner
Breaking

ସମସ୍ତ ହୋଡି°ରୁ ଉଠିବ ନେତା ମନ୍ତ୍ରୀଙ୍କ ଫଟୋ

0

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ସରକାରୀ ହୋର୍ଡିଂରୁ ନେତା, ମନ୍ତ୍ରୀଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛିି । ଏଥି ସହିତ ସମସ୍ତ ସରକାରୀ ଗାଡ଼ିରୁ ମଧ୍ୟ ନେତା ଏବଂ ମନ୍ତ୍ରୀଙ୍କ ଫଟୋ ହଟାଇବାକୁ କୁହାଯାଇଛି । ଏ ନେଇ ନିର୍ବାଚନ ଆୟୋଗ ସମସ୍ତ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.