banner
Breaking
Yearly Archives

2022

ସରକାରୀ କର୍ମଚାରୀଙ୍କ ପାଇଁ ବଢିଲା ଅନୁକମ୍ପା ରାଶି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ନିର୍ବାଚନ ଆୟୋଗ ବଡ ଘୋଷଣା କରିଛନ୍ତି। ପୂର୍ବରୁ ଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ନିର୍ବାଚନ ଆୟୋଗ ବଢାଇ ଦେଇଛନ୍ତି। ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ଅନୁକମ୍ପା ରାଶି ମିଳିବ।…
Read More...

ଭାରତରେ ଏକମାତ୍ର ସହରଭାବେ ବିଶ୍ୱରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା, ୧୮/୧(ବ୍ୟୁରୋ): ବ୍ଲୁମ୍‌ବର୍ଗ ଫିଲିଆନ୍ଥ୍ରୋପିଜ୍ ପକ୍ଷରୁ ବିଶ୍ୱସ୍ତରରେ ନବୀକରଣ ପ୍ରତିଯୋଗିତା ଅନ୍ତର୍ଗତ ୨୦୨୧-୨୦୨୨ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ୍ ବିଜୟୀ ହୋଇଥିବା ୧୫ ସହର ସମ୍ପର୍କରେ ଘୋଷଣା କରାଯାଇଛି । ଉଲ୍ଲେଖନୀୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥିବା ସହରର…
Read More...

ସାଧାରଣତନ୍ତ୍ର ଦିବସରେ ମୋଦିଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ, ୧୮।୧ : ସାଧାରଣତନ୍ତ୍ର ଦିବସରେ ଏକ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଗୁପ୍ତଚର ସଂସ୍ଥାଗୁଡ଼ିକୁ ସତର୍କ ସୂଚନା ମିଳିଛିି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ବିପଦରେ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ,…
Read More...

କେନ୍ଦ୍ରାପଡା ଜିଲ୍ଲାରେ ପାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡ଼ା , ୧୮ା୧: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲା ପରିଷଦ ସଭ୍ୟ ପାଇଁ ୪ଟି ପ୍ରାର୍ଥିପତ୍ର ଦାଖଲ ସହ ୯ ବ୍ଲକ ଅଞ୍ଚଳରେ ୮୦୬ଟି ସମିତି ସଭ୍ୟ, ସରପଞ୍ଚ ଓ…
Read More...

ଓମିକ୍ରନ୍ ପାଇଁ ଆମକୁ ସତର୍କ ରହିବାକୁ ପଡିବ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଅଧିକ ସଂକ୍ରାମକ। କିନ୍ତୁ ଫୁସ୍‌ଫୁସ୍‌ରେ ପହଞ୍ଚିବା ବେଳକୁ ଏହି ଭୂତାଣୁ ଦୁର୍ବଳ ହୋଇଯାଉଛି। ଫଳରେ ଏହା ସାଧାରଣ ମଣିଷର କିଛି କ୍ଷତି କରିପାରୁନି। କିନ୍ତୁ ଯିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସେମାନଙ୍କୁ ଓମିକ୍ରନ୍‌ କ୍ଷତି…
Read More...

ରାଜ୍ୟରେ ୩ ଦିନ ଘନ କୁହୁଡି, ୨୧ ଓ ୨୩ ବର୍ଷା

ଭୁବନେଶ୍ୱର,୧୮୧(ବ୍ୟୁରୋ): ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି। କେତେକ ଜିଲାରେ ଘନ କୁହୁଡ଼ି ଯୋଗୁ ଯାତାୟାତରେ ବାଧା ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ,…
Read More...

ମୁମ୍ବାଇରେ ଖୋଲିବ କିସ୍ ଆବାସିକ ବିଦ୍ୟାଳୟ

ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଦିଲ୍ଲୀ ଓ କୋଲକାତା ପରେ ମହାରାଷ୍ଟ୍ରର ମୁମ୍ବାଇରେ କିସ୍‌ ଆବାସିକ ବିଦ୍ୟାଳୟ ଖୋଲିବ। ଏନେଇ କିସ୍‌ ଓ ମୁମ୍ବାଇସ୍ଥିତ ଚଏସ୍‌ ୱେଲଫେୟାର ଫାଉଣ୍ଡେଶନ ମଧ୍ୟରେ ରବିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଫାଉଣ୍ଡେଶନ ପକ୍ଷରୁ ଏହାର ଅଧ୍ୟକ୍ଷ ସୁନୀଲ…
Read More...

ଆସନ୍ତା ମାର୍ଚ୍ଚରୁ ୧୨ ରୁ ୧୪ ବର୍ଷଙ୍କୁ ଟିକା

ନୂଆଦିଲ୍ଲୀ,୧୭।୧: ଆସନ୍ତା ମାର୍ଚ୍ଚରୁ ଦେଶରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଟିକା ଦିଆଯିବ। ଏ ନେଇ କୋଭିଡ୍‌-୧୯ ଓ୍ବାର୍କିଂ ଗ୍ରୁପ୍‌ ଅଧ୍ୟକ୍ଷ ଡ. ଏନ୍‌.କେ ଆରୋରା ସୂଚନା ଦେଇଛନ୍ତି। ”ମାର୍ଚ୍ଚ ଶେଷ ସୁଦ୍ଧା ୧୫ରୁ ୧୮ ବୟସ ବର୍ଗଙ୍କୁ ଟିକାକରଣ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ଆଶା…
Read More...

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ନୂଆଦିଲ୍ଲୀ : ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ । ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଥିବାରୁ ଏହି ନିର୍ବାଚନ ତାରିଖକୁ ଘୁଞ୍ଚା ଯାଇଛି । ଏନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ପଞ୍ଜାବ…
Read More...

ଆଜି ପୌଷ ପୂର୍ଣ୍ଣିମା

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପାଳିତ ହେବ । ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ କରାଯିବ । ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନୀତି ସମ୍ପନ୍ନ କରାଯିବ । ଏହି ଅବସରରେ ପୁରୀ ବେଳାଭୂମିରେ ସମୁଦ୍ର ଆଳତୀ ମହୋତ୍ସବ ଅନୁଷ୍ଠିତ ହେବ…
Read More...