banner
Breaking
Yearly Archives

2022

ଘନ କୁହୁଡିରେ ଘୋଡେ଼ଇ ହେଲା ଓଡିଶା

ଭୁବନେଶ୍ୱର,୨୧/୧(ବ୍ୟୁରୋ): ଘନ କୁହୁଡିରେ ଘୋଡେ଼ଇ ହେଲା ଓଡ଼ିଶା । କୁହୁଡ଼ି ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟାତ ସହ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି । କଟକ ଓ ଭୁବନେଶ୍ୱରରେ ମଧ୍ୟ ଦେଖାଦେଇଛି ଘନ କୁହୁଡ଼ି । ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନାହିଁ । ପୂର୍ବରୁ ରାଜ୍ୟରେ କୁହୁଡ଼ି ହେବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣ ଦୃଢ଼ ଆତ୍ମବଳସମ୍ପନ୍ନ ହୋଇ ପ୍ରଶାସନିକ ସ୍ତରରେ ଦୃଢ଼ ସିଦ୍ଧାନ୍ତ ନେବେ। ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନ ବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। ମାଲିମକଦ୍ଦମାରେ ବାଇଦା ପଡ଼ିବାକୁ କେନ୍ଦ୍ରକରି ମନରେ ସଂଶୟ ଉତ୍ପନ୍ନ ହୋଇପାରେ। ନିକଟ…
Read More...

ନବୀନ ବାବୁ ଉଠାଦୋକାନୀଙ୍କ ସହିତ ଅଛନ୍ତି : ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର, ୨୦.୧ : ଜାତୀୟ ଉଠାଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମଠାରେ ରାଜ୍ୟ ସରକାରଙ୍କ କୋଭିଡ଼ ନିୟମ ପାଳନ ପୂର୍ବକ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା…
Read More...

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୦/୧: ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡ଼. ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର…
Read More...

ଏମ୍‌ସ ଭୁବନେଶ୍ୱରରେ ଆରଥ୍‌ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁ କନ୍ୟାଙ୍କ ସଫଳ ଚିକିତ୍ସା

ଭୁବନେଶ୍ୱର, ୨୦/୧ : ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ | ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ…
Read More...

ରାଜ୍ୟରେ ଆଜି ପୁଣି ୧୦,୩୬୮ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଦୈନିକ ଦଶ ହଜାରରୁ ଖସୁନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୩୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬,୦୧୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୪,୩୫୩ ଲୋକାଲ କେସ୍‌ ରହିଛି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ୧,୦୯୦ଜଣ…
Read More...

ଦେଶ ବିରୋଧୀ ଖବର ପ୍ରସାରଣ କଲେ ବନ୍ଦ ହେବ ଚାନେଲ

ନୂଆଦିଲ୍ଲୀ,୨୦ ।୧: ଦେଶ ବିରୋଧି ଖବର ପ୍ରଚାର ପ୍ରସାର କରୁଥିବା ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟକୁ ବନ୍ଦ କରିବା ପରେ ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଦେଶ ବିରୋଧି ଖବର ପ୍ରସାରଣ କଲେ ଲଗାତାର ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ ଖବରଦାତା…
Read More...

ଛାତି ଏକ୍ସରେ ଦ୍ବାରା ଚିହ୍ନଟ ହେବ କରୋନା

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ନିର୍ଭୁଲ ବୋଲି…
Read More...

ରେଲୱେ ଷ୍ଟେସନରେ କିପରି ମାଗଣାରେ ବ୍ୟବହାର କରିବେ ଇଣ୍ଟରନେଟ

ନୂଆଦିଲ୍ଳୀ ୧୯।୦୧ : ଇଣ୍ଟରନେଟ୍ ବର୍ତ୍ତମାନ ଆମର ଜୀବନଶ ଶୈଳୀର ଏକ ଅଂଶ ପାଲଟି ଯାଇଛି । ଇଣ୍ଟରନେଟ୍ ବିନା ଦିନ ଗୁଡିକ ଅସମ୍ପୂର୍ଣ୍ଣ ମନେ ହୁଏ । ଆମର ଏପରି ଅନେକ କାର୍ଯ୍ୟ ରହିଥାଏ ଯେଉଁଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକ ପଡିଥାଏ । ସାଧାରଣତଃ ସମସ୍ତେ ଜାଣିଛନ୍ତି ଭାରତୀୟ ରେଳ ଷ୍ଟେସନରେ…
Read More...

ସ୍ଥାନାନ୍ତର ହେଲା ୧ ନମ୍ବର ହାଟ

ଭୁବନେଶ୍ୱର : ୟୁନିଟ୍ ୧ ହାଟକୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ହାଟ ଭିତରେ କୋଭିଡ଼ ନିୟମ ସଠିକ୍ ଭାବେ ପାଳନ ହେଉ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । କୋଭିଡ଼ ଗାଇଡଲାଇନ୍ ଅନୁସାରେ ଦୋକାନ ଦୋକାନ ମଧ୍ୟରେ ୮ ଫୁଟ ଦୂରତା , ମାସ୍କ ଓ ସାନିଟାଇଜର…
Read More...