banner
Breaking
Yearly Archives

2022

ଶୈଳଶ୍ରୀବିହାରରେ ରାମ ଚରିତ କଥାମୃତ ଅନୁଷ୍ଠିତ

ଭୁୁବନେଶ୍ୱର,୨୫ା୫ ଚନ୍ଦ୍ରଶେଖରପୁର ସ୍ଥିତ ଶୈଳଶ୍ରୀବିହାର ଦୁର୍ଗା ପଡିଆ ଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମଚରିତ କଥାମୃତ ଅନୁଷ୍ଠିତ ହୋଇଯାଇଛି । ସାତ ଦିନ ବ୍ୟାପି ଚାଲିଥିବା ଏହି ପ୍ରବଚନ କାର୍ଯ୍ୟକ୍ରମରେ ଓଡିଶାର ସୁନାମ ଧନ୍ୟ ପ୍ରବଚକ ସନ୍ତୋଷ କୁମାର ସାହୁ ରାମାୟଣର ସପ୍ତକାଣ୍ଡକୁ…
Read More...

ଏମ୍ସ ଭୁବନେଶ୍ୱରରେ “ଫରେନସିକ୍ ମେଡିସିନ୍ ଡେ” ପାଳନ

ଭୁବନେଶ୍ୱର, : ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ଅସମାହିତ ଜଟିଳ ମାମଲାର ସମାଧାନ କରିବା ସହିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଫରେନସିକ୍ ମେଡିସିନ୍ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟ ବିଧାନସଭା ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭା ନିର୍ବାଚନ ପାଇଁ ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଜୁନ୍‌ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ମଙ୍ଗଳବାରଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ୩…
Read More...

ଉତ୍ତରର ତିନି ଦକ୍ଷ କର୍ପୋରେଟରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ଗଠନ ହେବାର ୨୦ଦିନ ପରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସୋମବାର ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୦ କମିଟି ମଧ୍ୟରୁ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟସ୍‌ କମିଟିର ଅଧ୍ୟକ୍ଷ ଭାବେ ମେୟର ସୁଲୋଚନା…
Read More...

ନକଲି ରସିଦରେ ଲକ୍ଷାଧିକ ଲୁଟ ,ମହିଳା ଯାତ୍ରା କଳାକାରଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ନକଲି ରସିଦ୍ ତିଆରିକରି ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ୨୦୧୯/୨୦ ର ଲିଜ୍‌ଧାରୀ ତଥା ମ୍ୟାନେଜର ବିଭିନ୍ନ କମିଟିଠାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ଏବଂ ବିଭିନ୍ନ ସ୍ଥାନକୁ ଯାତ୍ରାପାର୍ଟି ଯାତ୍ରାପରିବେଷଣ କରିବାକୁ ଯାଉଥିବା ସମୟରେ ଅସାମାଜିକ ଲୋକ ଓ ଗୁଣ୍ଡା ଲଗାଇ…
Read More...

ଏମ୍‌ସ ଭୁବନେଶ୍ୱରରେ ମେଡିକାଲ୍ ଅଙ୍କୋଲୋଜି ବିଭାଗର ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି ସେବା ଆରମ୍ଭ

ଭୁବନେଶ୍ୱର, : ରାଜ୍ୟ ତଥା ରାଜ୍ୟ ବାହାରୁ କର୍କଟ ରୋଗୀଙ୍କ କେମୋଥେରାପି ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗର ମେଡିକାଲ ଅଙ୍କୋଲୋଜି ଡିଭିଜନ୍‌ ପକ୍ଷରୁ ଆଜି ଉତ୍ସର୍ଗୀକୃତ ଡେ କେୟାର୍‌ ଏବଂ ଓପିଡ଼ି ସେବା ଆରମ୍ଭ ହୋଇଛି।…
Read More...

ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି ଭାବେ ସୋମବାର ନିଯୁକ୍ତ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ଥର ପାଇଁ ସେ ପିସିସି ସଭାପତି ହୋଇଛନ୍ତି। ପୂର୍ବରୁ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ…
Read More...

ରାଜ୍ୟସ୍ତରୀୟ କାଠି ଲଉଡି ଖେଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଭୁବନେଶ୍ୱର, : ନୀଳାଦ୍ରି ବିହାର ସ୍ଥିତ ଶନି ମନ୍ଦିର ପରିସରରେ ଶନିଶ୍ଚର ଯାଦବ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ କାଠି ଲଉଡି ଖେଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ଅଞ୍ଚଳରୁ ଆଠଟି ସଂଘର ଲଉଡିଆ ମାନେ ଯୋଗଦାନ କରି ଚମତ୍କାର କାଠି ଲଉଡି ଖେଳ ପ୍ରଦର୍ଶନ…
Read More...

ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର, : ଭୁବନେଶ୍ୱର ମହାନଗର ନିଗମ ୧୭ ନମ୍ବର ଓାର୍ଡ ଅନ୍ତର୍ଗତ ପଥରବନ୍ଧର ବେହେରା ସାହି ଓ ବିଶେଶ୍ୱର ବସ୍ତିରେ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସ୍ତି ଉନ୍ନୟନ ସଂଗଠନ ପକ୍ଷରୁ ଆୟୋଜିତ ଏହି…
Read More...

ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର: ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ଗତକାଲି ବିଳମ୍ବିତ ରାତିରେ ପଳାଶୁଣୀ ଜଗନ୍ନାଥ ବିହାରରେ ଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସେମାନେ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର…
Read More...