banner
Breaking
Yearly Archives

2022

ହରେକୃଷ୍ଣ ନଗରରେ ଜାଗା ସମ୍ପର୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨ା୬ – ଭୁବନେଶ୍ୱର ମହାନଗର ନିଗମର ୧୪ ନମ୍ବର ଓାର୍ଡ ଅନ୍ତର୍ଗତ ହରେକୃଷ୍ଣ ନଗର ବସ୍ତିରେ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ତାରିଣୀ ୟୁଥକ୍ଲବ ପକ୍ଷରୁ ଆୟୋଜିତ ଏବଂ ସୁକାନ୍ତ ରାଉତଙ୍କ…
Read More...

କିଟ୍ ରୋଡରେ ଖୋଲିଲା ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା

ଭୁବନେଶ୍ୱର, ଭୁବନେଶ୍ୱର ପଟିଆ ଅଞ୍ଚଳସ୍ଥ କିଟ୍ ଛକରେ ‘ ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା ଉଦଘାଟିତ ହୋଇଯାଇଛି। ଏହାକୁ କାଦମ୍ବିନୀର ସଂପାଦିକା ଡ଼ ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ବିଙ୍ଗଓ୍ବେଲର ଏହି ନିଆରା ଶୈଳୀର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ…
Read More...

୧୨ ନମ୍ବର ଓ୍ବାର୍ଡରେ ରାସ୍ତା ଓ ଡ୍ରେନ କାମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର ୧/୬, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନଂ ୱାର୍ଡର ଜୟଦେବ ବିହାର ଏଚ.ଆଇ.ଜି କଲୋନୀ ରାସ୍ତା ଓ ଡ୍ରେନ୍ କାମର ଭିିତ୍ତିପ୍ରସ୍ତର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ୭୬ ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମିତ…
Read More...

ଜୁନ ମାସରେ ଅଧିକ ବର୍ଷା ହେବ

ଭୁବନେଶ୍ୱର,୧ା୬(ବ୍ୟୁରୋ): ଚଳିତ ବର୍ଷ ଜୁନ୍‌ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ଅନୁମାନ କରିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ କେତେ ବର୍ଷା ହେବ ସେ ନେଇ ଏକ ମିଶ୍ରିତ ଆକଳନ କରାଯାଇଛି। ମୌସୁମୀ ଋତୁରେ ରାଜ୍ୟର…
Read More...

ଗଛ କଟାକୁ ବିରୋଧ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ନିର୍ମାଣ ଲାଗି ରବୀନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଗଛକୁ କାଟି ଦିଆଗଲାଣି। ସର୍ବମୋଟ ୮୦୦ ମୂଲ୍ୟବାନ ଓ ବହୁ ପୁରାତନ ଗଛ କଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୨୭୫ କୋଟି…
Read More...

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର…
Read More...

ମା ମଙ୍ଗଳା ବସ୍ତିରେ ଜାଗା ସମ୍ପର୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର, : ଓଡ଼ିଶାର ଜନପ୍ରିୟ ତଥା ବସ୍ତି ବାସିନ୍ଦାଙ୍କ ମଉଡମଣୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବସ୍ତି ବାସିନ୍ଦାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଓ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଥଇଥାନ ବ୍ୟବସ୍ଥା ପାଇଁ ଆଜି ନୀଳାଦ୍ରି ବିହାର ସ୍ଥିତ ମା…
Read More...

ଜୁନ ୧ରୁ ବିକ୍ରି ହେବ ବାରବାଟି ଟିକେଟ

କଟକ,୩୦।୫: ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍‌ ୧ରେ ଅନ୍‌ଲାଇନରେ ଟିକେଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବୁକିଂ ପେଟିଏମ୍‌ ଇନ୍‌ସାଇଡର ଆପ୍‌ ଏବଂ ପେଟିଏମ୍‌ ଆପ୍‌ ଦ୍ୱାରା ହିଁ କରିହେବ। www.insider.in ଓ୍ବେବ୍‌ସାଇଟ୍‌ରେ ମଧ୍ୟ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶର, ୩୦।୫(ବ୍ୟୁରୋ): ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ଭିତରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ…
Read More...

କୋଭିଡ ଅନାଥ ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୩୦।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ ଅନାଥ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୋମବାର ଭିଡିଓ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା…
Read More...