banner
Breaking
Yearly Archives

2022

ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ-୨୦୨୨

ଭୁବନେଶ୍ୱର : ଏଆଇସି-ନାଳନ୍ଦା, ଷ୍ଟାର୍ଟ ଅପ୍ ଓଡିଶା, ୟୁସିସିଆଇଏଲ୍ ଏବଂ ଫ୍ଲୁଇଡ୍ ଭେଞ୍ଚର୍‌ର ମିଳିତ ପ୍ରୟାସରେ ଆୟୋଜିତ ସର୍ବବୃହତ୍ତ ମେଣ୍ଟର-ଇନ୍‌ଭେଷ୍ଟର-କନେକ୍ଟ ଫେଷ୍ଟ “ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ ୨୦୨୨ ଆୟୋଜିତ ହୋଇଯାଇଛି । ଦେଶର ବିଭିନ୍ନ କ୍ଷେତ୍ରରୁ ତଥା ଭୁବନେଶ୍ୱରରୁ…
Read More...

ରାଜଧାନୀରେ ପୁଣି ଅଘଟଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା…
Read More...

ଆରମ୍ଭ ହେଲା ୧୮ରୁ ୫୯ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ୱର,୧୫/୭(ଓଡ଼ିଆ ନ୍ୟୁଜ): ରାଜ୍ୟର ଅନେକ ସରକାରୀ କୋଭିଡ ଟୀକାକରଣ କେନ୍ଦ୍ରମାନଙ୍କରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ଆଜି ଠାରୁ ୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯାଉଛି ବୁଷ୍ଟର ଡୋଜର। କୋଭିଡ ଟିକାର ୨ୟ ପାନ ନେଇଥିବା ବ୍ୟକ୍ତିମାନେ ୬ ମାସପରେ ଏହି…
Read More...

ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୫/୭(ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଛି କରୋନା ଆଜି ଆଉ ୧୦୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୯ ଜଣ ଥିଲାବେଳେ ସ୍ଥାନୀୟ ସ°କ୍ରମିତଙ୍କ ସ°ଖ୍ୟା ୪୩୪ ରହିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଜଣ।…
Read More...

ଇବିଏଲ୍ ଫିନଟେକ୍ ସର୍ଭିସ୍ ପକ୍ଷରୁ ଇଜି ଲୋନ୍ ଓ୍ବେବ୍ ସାଇଟ୍ ଲୋକର୍ପିତ

ଭୁବନେଶ୍ବର,୧୪/୭(ଓଡ଼ିଆ ନ୍ୟୁଜ): ଋଣ ନେଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ା ଏଣିକି ଋଣ ହେଉ କି ବ୍ୟାଙ୍କ୍ ସେବା ମିଳିବ ବିନା ଝିନଝଟରେ । ଗୋଟିଏ କ୍ଲିକରେ ସମ୍ପୂର୍ଣ୍ଣ ନିରାପଦ ଓ ଗୋପନରେ ଗ୍ରାହକମାନେ ଘରେ ରହି ପାଇ ପାରିବେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ା ଇବିଏଲ୍ ଫିନଟେକ୍ ସର୍ଭିସ୍…
Read More...

୧୮ ରୁ ୫୯ ବର୍ଷଙ୍କୁ ଦିଆଯିବ ମାଗଣା ବୁଷ୍ଟୋର ଡୋଜ

ନୂଆଦିଲ୍ଲୀ,୧୩।୭(ଓଡ଼ିଆ ନ୍ୟୁଜ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ୧୮-୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି…
Read More...

ଭୁବନେଶ୍ୱରରେ ମେଲୋରାର ପ୍ରଥମ ନ୍ୟୁ-ଏଜ୍ ଏକ୍ସପେରିଏନ୍ସ କେନ୍ଦ୍ର ବିଏମସି ମେୟରଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡି-୨-ସି ବ୍ରାଣ୍ଡ ମେଲୋରା (www.melorra.com) ପକ୍ଷରୁ ଭୁବନେଶ୍ୱର ନେକ୍ସସ ଏସପ୍ଲାନେଡ ମଲରେ ଏହାର ପ୍ରଥମ ନ୍ୟୁ-ଏଜ୍ ଏକ୍ସପେରିଏନ୍ସ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମ୍ୟୁନିସିପାଲିଟି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ନିର୍ଦ୍ଦେଶକ

ଭୁବନେଶ୍ୱର : ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆଜି ନବୀନ ନିଭାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ଭାରତ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡର ମିଳିତ…
Read More...

ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୭୪୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ଆଜି ରାଜ୍ୟରୁ ଆଉ ୭୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୬ ଥିଲାବେଳେ ୩୦୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୦୩ଜଣ ପଜିଟିଭ୍‌ ଚିହ୍ନଟ…
Read More...

ଜୁଲାଇ ୧୬ ରେ ଘୋଷଣା ହୋଇପାରେ ଉପରାଷ୍ଟ୍ରପତିଙ୍କ ନାମ

ନୂଆଦିଲ୍ଲୀ,୧୨ ।୭: ଜୁଲାଇ ୧୬ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ ହେବାକୁ ଯାଉଛି । ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆହୁରି ବି କୁହାଯାଉଛି କି ଏଥିରେ ଏନଡିଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ।…
Read More...