banner
Breaking

ଆରମ୍ଭ ହେଲା ୧୮ରୁ ୫୯ ମାଗଣା ବୁଷ୍ଟର ଡୋଜ୍

0

ଭୁବନେଶ୍ୱର,୧୫/୭(ଓଡ଼ିଆ ନ୍ୟୁଜ): ରାଜ୍ୟର ଅନେକ ସରକାରୀ କୋଭିଡ ଟୀକାକରଣ କେନ୍ଦ୍ରମାନଙ୍କରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ଆଜି ଠାରୁ ୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯାଉଛି ବୁଷ୍ଟର ଡୋଜର। କୋଭିଡ ଟିକାର ୨ୟ ପାନ ନେଇଥିବା ବ୍ୟକ୍ତିମାନେ ୬ ମାସପରେ ଏହି ପ୍ରିକସନ ଡୋଜ୍‍ ନେଇ ପାରିବେ।
ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯାଉଛି ପ୍ରିକସନ୍‍ ଡୋଜ୍‍। ରାଜଧାନୀ ଭୁବନେଶ୍ୱରରେ କେବଳ ୧୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.