banner
Breaking
Yearly Archives

2022

ମୋବିଲ ବହୁ ପ୍ରତୀକ୍ଷିତ ଏକ୍ସନ ଥ୍ରୀଲର ବିକ୍ରମ ୱେଧା ସହିତ ଜଡିତ ହୋଇଛି

ମୁମ୍ବାଇ: ସେପ୍ଟେମ୍ବର ୩୦ ରେ ୧୦୦ ରୁ ଅଧିକ ଦେଶରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରୁଥିବା ବହୁ ପ୍ରତୀକ୍ଷିତ ଏକ୍ସନ ଥ୍ରୀଲର ‘ବିକ୍ରମ ୱେଧା’ ସହିତ ଭାରତର ଇଞ୍ଜିନ ତେଲର ଏକ ଅଗ୍ରଣୀ ବ୍ରାଣ୍ଡ, ମୋବିଲ ସହଭାଗି ହୋଇଛି । ହ୍ରିତିକ ରୋଶନ, ସୈଫ ଅଲି ଖାନ ଏବଂ ରାଧିକା ଆପ୍ଟେ ଙ୍କ ଅଭିନୀତ ଏହି ବହୁ…
Read More...

ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ

ଭୁବନେଶ୍ୱର,୨୭ା୯- ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ନୀଳାଦ୍ରି ବିହାର ଠାରେ ୧୦ କୋଟି ଟଙ୍କା ବୟ ଅଟକଳରେ ନିର୍ମିତ ହେଉଥିବା ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ଆଜି ଦିନ ୧୧ଟା ସମୟରେ ଶ୍ରୀଯୁକ୍ତ…
Read More...

ଯୋଦ୍ଧା ୨.୦, ଇନତ୍ରା ଠ୨୦ ଦ୍ୱି-ଇନ୍ଧନ ଏବଂ ଇନତ୍ରା ଠ୫୦ ସହିତ ପିକଅପରେ ଟାଟା ମୋଟର୍ସ ନୂତନ ମାନକ ସ୍ଥାପିତ କରିଛି…

ଭୁବନେଶ୍ୱର : ଭାରତର ବୃହତମ ବାଣିଜ୍ୟିକ ଯାନ ନିର୍ମାଣକାରୀ ଟାଟା ମୋଟର୍ସ ଆଜି ଯୋଦ୍ଧା ୨.୦, ଇନତ୍ରା ଠ୨୦ଦ୍ୱି-ଇନ୍ଧନ ଏବଂ ଇନତ୍ରା ଠ୫୦ର ଶୁଭାରମ୍ଭ ସହିତ ଭାରତର ଦ୍ରୁତଗତିରେ ବଢୁଥିବା ପିକଅପ ନୂତନ ମାନକ ସ୍ଥାପନ କରିଛି । ବୋଲ୍ଡ ନୂତନ ଡିଜାଇନ ସହିତ ଏହି ତଗଡା ଏବଂ ଶକ୍ତ ପିକଅପ ଗୁଡିକ…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଉନ୍ମୋଚନ ହେଲା “ଖୁସିୟୋଁ କା ତ୍ୟୋହାର

ଭୁବନେଶ୍ୱର : ପାର୍ବଣ ଅବସରରେ କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଛି “ଖୁସିୟୋଁ କା ତ୍ୟୋହାର” । ଅତିଥି ଭାବେ ଓଡ଼ିଶୀ ନୃତ୍ୟଗୁରୁ ଶାସ୍ୱତ ଯୋଶୀ ଏହାକୁ ଉନ୍ମୋଚନ କରିଛନ୍ତି । ସେପ୍ଟେମ୍ବର ୧୬…
Read More...

ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ପାଇଁ ନୂତନ ପରିକଳ୍ପନା

ଭୁବନେଶ୍ୱର – ଶିକ୍ଷା କେବେ ସରେ ନାହିଁ । ଏକ ସୁସ୍ଥ, ସୁନ୍ଦର ଓ ଶିକ୍ଷିତ ସମାଜ ଗଠନ ପାଇଁ ସୁଶିକ୍ଷାର ଆବଶ୍ୟକତା ରହିଛି । ଆଦର୍ଶ ପରିବାର, ଗାଁ ,ସହର, ରାଜ୍ୟ, ରାଷ୍ଟ୍ର ଓ ସମାଜ ଗଠନ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଜଣେ ପରିପକ୍ୱ ଶିକ୍ଷକ ହେଉଛନ୍ତି ସମାଜର…
Read More...

ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣ

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍‌ନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି।…
Read More...

କିଟ୍ ଓ କିସରେ ଆନ୍ତର୍ଜାତୀୟ କ୍ରିଡ଼ା ଦିବସ ପାଳିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ କିଟ୍‌-କିସ୍‌ ଆଥଲେଟିକ୍ସ ଷ୍ଟାଡିୟମରେ କିଟ୍‌-ଓ କିସ୍‌ର କ୍ରୀଡ଼ା ଛାତ୍ରମାନଙ୍କ ମଧ୍ୟରେ ପାଳିତ ହୋଇଯାଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ (ଏଆଇୟୁ), ଏସିଆନ ୟୁନିଭର୍ସିଟି ସ୍ପୋଟର୍‌ସ ଫେଡେରେଶନ (ଏୟୁଏସ୍‌ଏଫ୍‌)…
Read More...

ରୟାଲ ପ୍ୟାଲେସରେ ବିରାଜିବେ ମା

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ) : ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଚାରିଆଡେ ଖୁସିର ମାହୋଲ। ଦୁଇ ବର୍ଷ ପରେ ଭକ୍ତମାନେ ଦର୍ଶନ କରିବେ ମା’ ଦଶଭୁଜାଙ୍କୁ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରୁ ବାଦ୍‌ପଡ଼ିନି ଡମଣା ଗୋପୀନାଥ…
Read More...

ଶିଳ୍ପାଞ୍ଚଳ ବିକାଶର ସମୀକ୍ଷା କଲେ ୫ଟି ସଚିବ

ଖୋର୍ଦ୍ଧା : ରାଜ୍ୟରେ ଶିଳ୍ପ ସମୃଦ୍ଧ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଆସି ଶିଳ୍ପ ଏବଂ ଶିଳ୍ପାଞ୍ଚଳ ବିକାଶର ସମୀକ୍ଷା କରିଛନ୍ତି। ଶିଳ୍ପାଞ୍ଚଳ,…
Read More...

ବିକାଶ ଏଜୁକେଶନାଲ୍ ଟ୍ରଷ୍ଟ ପକ୍ଷରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ପ୍ରଦାନ

ଭୁବନେଶ୍ୱର - ବିକାଶ ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ଅଧ୍ୟୟନରତ ୧୫୪ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୯୩ ଜଣ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ନର୍ସିଂ କଲେଜ, ବ୍ରହ୍ମପୁର…
Read More...