banner
Breaking
Monthly Archives

May 2022

ଓଲଟିଲା ଯାତ୍ରାପାର୍ଟି ବସ, କଳାକାର ଆହତ

କାମାକ୍ଷାନଗର,୧୨ା୫(ବ୍ୟୁରୋ): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି।…
Read More...

ରକ୍ତମୁଖା ହେଲା ପୋଲିସ। ଏଥର ଚୋରଙ୍କୁ ନିସ୍ତାର ନାହିଁ। ଚକରା ବାରିକକୁ ଏନକାଉଣ୍ଟର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜଧାନୀରେ ଦୀର୍ଘ ଦିନ ଧରି ଚୋର ପୋଲିସକୁ ନାକରେ ପାଣି ପିଆଇ ସାରିବା ପରେ ପୋଲିସର ନିଦ ଭାଙ୍ଗିଛି। ଚୋରଙ୍କୁ କଡାକଡି ଜବାବ ଦେବା ପାଇଁ ରକ୍ତମୁଖା ହୋଇଛି ପୋଲିସ। ଏଥର ଚୋରଙ୍କୁ ଆଉ ନିସ୍ତାର ନାହିଁ। ଆଜି ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ…
Read More...

ନିଜର ଉତ୍କର୍ଷ କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ପୁରସ୍କୃତ

ଭୁବନେଶ୍ୱର, : ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌) ପକ୍ଷରୁ ଆଜି ଏହାର ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଡ୍ୟୁଟିରେ ଥିବା ସମୟରେ ରୋଗୀମାନଙ୍କୁ ଜଟିଳ ସମୟରେ ଉଲ୍ଲେଖନୀୟ ମାନବିକ ସହଯୋଗ ପ୍ରଦର୍ଶନ…
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ଅଳକା ମହାନ୍ତି

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅଳକା ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିଜ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ…
Read More...

୪୩୪ କୋଟିର ହେରୋଇନ୍ ଜବତ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍‌ଆଇ)କୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀରୁ ୬୨ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୩୪ କୋଟି ଟଙ୍କା ହେବ। ଏହି ହେରୋଇନ ସାମଗ୍ରୀ ଏକ ଏୟାର କାର୍ଗୋ ଦ୍ୱାରା ଧରାଯାଇଥିଲା।…
Read More...

୧୩ ତାରିଖରୁ ପାଗରେ ପରିବର୍ତ୍ତନ ହୋଇପାରେ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର,…
Read More...

ଅସାନିର ମୁକାବିଲା ପାଇଁ ରାଜଧାନୀର ତଳିଆ ଅଞ୍ଚଳ ବୁଲିଲେ ମେୟର

ଭୁବନେଶ୍ବର,୧୧।୫(ବ୍ୟୁରୋ) : ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାରରୁ ବର୍ଷା ଲାଗି ରହିଛି। ଆଜି ସକାଳେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ତେବେ ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା…
Read More...

୨୨ରେ ସାଇ ଆରାଧନା ଡ୍ୟାନ୍ସ ଏକାଡେମିର ୨ୟ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ “ନୃତ୍ୟ ମୋହିନୀ-୨୦୨୨”

ଭୁବନେଶ୍ୱର : ନୃତ୍ୟ ଓ ସଂଗୀତ ମନୁଷ୍ୟର ଭାବଧାରାର ପରିପ୍ରକାଶ । ପାଠ୍ୟକ୍ରମ ସହ ଏହାର ସମନ୍ୱୟ ରକ୍ଷା କରିପାରିଲେ ଛାତ୍ର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶରେ ଏହା ସହାୟ ହୋଇପାରିବ । ଏହି ଭାବଧାରାକୁ ନେଇ ରାଜ୍ୟର ଅଗ୍ରଣୀ ନୃତ୍ୟ ଭିତ୍ତିକ ଅନୁଷ୍ଠାନ ସାଇ ଆରାଧନା ଡ୍ୟାନ୍ସ ଏକାଡେମି…
Read More...

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବଲାଙ୍ଗୀର,୧୦।୫ : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ବାଇଁ । ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହ ନଗଦ ୧ ଲକ୍ଷ ୩୦୦…
Read More...

ଦିଲ୍ଲୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୦୭ ନୂଆ କରୋନା ମାମଲା ଚିହ୍ନଟ…
Read More...