banner
Breaking
Monthly Archives

April 2022

୬ ରୁ ଲଘୁଚାପ

ଭୁବନେଶ୍ୱର, ୪।୪(ବ୍ୟୁରୋ): ଆସୁଛି ଆଉଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଆସନ୍ତା ୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ…
Read More...

ଡିଜେଲ ଦର ୧୦୦ ପାର

ଭୁବନେଶ୍ୱର,୪।୪: କ୍ରମାଗତ ଦ୍ୱିତୀୟ ଦିନ ଲାଗି ତୈଳଦର ଉଚ୍ଚ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଗତ ୧୩ଦିନ ମଧ୍ୟରେ ୧୧ଥର ତୈଳ ଦରରେ ପରିବର୍ତ୍ତନ ଘଟିଲାଣି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫…
Read More...

ବଲିଉଡରେ ଦକ୍ଷିଣ ସୁନ୍ଦରୀ

ପୁଷ୍ପା’ର ଶ୍ରୀବଲ୍ଲୀ ନାମରେ ବେଶ ପରିଚିତ ହୋଇଥିବା ରଶ୍ମିକା ମନ୍ଦାନା ରଣବୀର କପୁର ଷ୍ଟାରର୍‌ ‘ଆନିମଲ’ରେ ଯୋଗ ଦେଇଛନ୍ତି। ଏହି ହିନ୍ଦୀ କ୍ରାଇମ-ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମ ‘କବୀର ସିଂହ’ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଟି-ସିରିଜ ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରୁଛି…
Read More...

ସ୍ବାଭିମାନ ଓ ସାର୍ବଭୌମତ୍ବକୁ ନେଇ ସାହିତ୍ୟିକମାନେ ଲେଖନୀ ଚାଳନା କରିବା ଆବଶ୍ୟକ

ଭୁବନେଶ୍ବର,୩/୧- କୋଣାର୍କ ଓଡିଶା ପରିବାରର ୭ମ ବାର୍ଷିକ ସାହିତ୍ୟ ଉତ୍ସବ ଓ କବିତା ଆସର ଗୀତଗୋବିନ୍ଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିବାରର ସଭାପତି କପିଳେଶ୍ବର ଖମାରୀଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ…
Read More...

ପାଞ୍ଚ ଦିନିଆ ରିମାଣ୍ଡ ଅବଧି ଶେଷ ମିଳିଲା ବହୁ ତଥ୍ୟ

ଭୁବନେଶ୍ୱର,୩।୪ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ସଂଗ୍ରହ କରିସାରିଛି। ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତ ଏବଂ…
Read More...

ପୋଲିସକୁ ମାମୁ ଡାକିବାରୁ ମାଡ

ନିଶ୍ଚିନ୍ତକୋଇଲି,୩।୪ : ପୋଲିସକୁ ମାମୁ ଡାକିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ମହାଙ୍ଗା ପଡ଼ିଛି। ଏନେଇ ତାଙ୍କୁ ଜଣେ ପୋଲିସ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକୋ କରାଯାଇଥିଲା।କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା…
Read More...

ଆସନ୍ତା ଚାରି ଦିନ ମେଘୁଆ ପାଗ

ଭୁବନେଶ୍ୱର,୩।୪(ବ୍ୟୁରୋ):  ରାଜ୍ୟରେ ତାତିର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଆସନ୍ତା ୪ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ସ୍ବଳ୍ପରୁ…
Read More...

ଚାଇନାକୁ ପୁଣି ଫେରିଲା କରୋନା, ସବୁ ସହର ଲକଡାଉନ୍

ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର ଦେଶର ବହୁ ସହରରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କୋରୋନାକୁ…
Read More...

ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଦ୍ବନ୍ଦ

ମସ୍କୋ, ୨।୪ : ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ଯୋଗୁ ରୁଷିଆ ମଧ୍ୟ ଚାପରେ ରହିଛି। ପାଶ୍ଚାତ୍ୟ କଟକଣା ନ ହଟାଯିବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ସହଯୋଗ କରିବ ନାହିଁ ବୋଲି…
Read More...

ନୂଆ ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ ପରେ ହ୍ରାସ ହେବାକୁ ଲାଗୁଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି) ଦ୍ୱାରା…
Read More...